ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Jun 6, 2021, 7:05 AM IST

Updated : Jun 6, 2021, 7:29 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ବାତ୍ୟା ୟସ କ୍ଷୟକ୍ଷତିର ଆକଳନ ପାଇଁ ଆଜି ଓଡିଶା ଆସିବେ କେନ୍ଦ୍ରିୟ ଟିମ ।

2. ଆଜି ରାଜ୍ୟର ସମସ୍ତ ଜିଲ୍ଲାକୁ ଯୋଗାଣ ହେବ ଟିକା । ଶନିବାର ରାତିରେ କେନ୍ଦ୍ରରୁ ରାଜ୍ୟକୁ ଆସିଥିଲା ଟିକା ।

3. ବିଦେଶରେ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କୁ ଟିକା ପାଇଁ ଆଜିଠୁ ପଞ୍ଜିକରଣ । 1929 ନଂ କୁ ଫୋନ କରି କରିପାରିବେ ପଞ୍ଜିକରଣ ।

4. ଆଜିଠୁ 4 ଜିଲ୍ଲାର 67ଟି କେନ୍ଦ୍ରରେ ଟିକା ଦାନ । ଗଞ୍ଜାମ, କଳାହାଣ୍ଡି, ସୁନ୍ଦରଗଡ, ପୁରୀରେ ହେବ ଟିକାକରଣ ।

5. ଆଜି ବସିପାରେ +2 ମୂଲ୍ୟାୟନ ନେଇ ବୈଠକ । 10 ଦିନ ମଧ୍ୟରେ ଦେବେ ରିପୋର୍ଟ ।

6. ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ପାଗ ଆଶିଂକ ମେଘୁଆ ରହିବା ସହ ମାରିପାରେ ବିଜୁଳି ଘଡଘଡି ।

7. କୋରୋନା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକିପାରନ୍ତି ବୈଠକ ।

8. ଗୋଆରେ ଆଜିଠୁ ଲକଡାଉନ ।

9. ଆଜି ଜାତୀୟ କର୍କଟ ନିରୋଗ ଦିବସ । କର୍କଟରୁ ହରାଇଥିବା ରୋଗୀଙ୍କ ଉପଲକ୍ଷେ ଏହି ଦିବସ ।

10. ଆଜି ନ୍ୟୁଜିଲାଣ୍ଡ-ଇଂଲଣ୍ଡ ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ଇଂଲଣ୍ଡ ଆଗରେ 165 ରନର ବିଜୟ ଲକ୍ଷ୍ୟ ।

Last Updated : Jun 6, 2021, 7:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.