ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - top news

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର
author img

By

Published : May 19, 2021, 7:05 AM IST

Updated : May 19, 2021, 8:29 AM IST

1.ଆଜି ରାଜ୍ୟରେ ଲକଡାଉନ-1ର ଅନ୍ତିମ ଦିନ । କଡାକଡି ହେବ କଟକଣା ।

2.ଆଜିଠୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମାର୍କ ଯାଞ୍ଚ । 24ରେ ହେବ ଅପଲୋଡ ।

3.ଆଜି ଗୁଜୁରାଟ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ତାଉ'ତେରେ ହୋଇଥିବା କ୍ଷୟକ୍ଷତିର କରିବେ ସମୀକ୍ଷା ।

4..ଆଜିଠୁ ମେ 31 ଯାଏଁ ସୂର୍ଯ୍ୟମନ୍ଦିର ବନ୍ଦ । ସଂକ୍ରମଣ ବୃଦ୍ଧି ଯୋଗୁଁ ନିଆଯାଇଛି ନିଷ୍ପତ୍ତି ।

5.ଆଜି ଦେଶରେ କୋଭିଡ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।

6.ଆଜି ରାଜ୍ୟରେ କୋଭିଡ ସ୍ଥିତି ନେଇ ସମୀକ୍ଷ ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

7.ଆଜିଠୁ ରାଜ୍ୟରେ ମେ 31 ପର୍ଯ୍ୟନ୍ତ 18ଟି ଟ୍ରେନ ବାତିଲ । ଯାତ୍ରୀ ନ ହେବାରୁ ନିଆଯାଇଛି ନିଷ୍ପତ୍ତି ।

8.ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେବ 150 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଜଗନ୍ନାଥ କୋଭିଡ ହସ୍ପିଟାଲ ।

9.ଆଜି ରାଜ୍ୟରେ ପାଗ ଶୁଖିଲା ରହିବ । କାଳବୈଶାଖର ନାହିଁ ସମ୍ଭାବନା ।

10.ଆଜି ଆସିବ ବହୁଚର୍ଚ୍ଚିତ ୱେବ ସିରିଜ୍ ଫ୍ୟାମିଲି ମ୍ୟାନ-2 ର ଟ୍ରେଲର । ଜୁନରେ ରିଲିଜ ହେବ ସିରିଜ୍ ।

Last Updated : May 19, 2021, 8:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.