ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 11, 2021, 7:01 AM IST

Updated : May 11, 2021, 7:16 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ସମସ୍ତ ଜିଲ୍ଲାର 549 ସେଣ୍ଟରରେ ଦିଆଯିବ ଟିକା ।

2. କୋଭିଡ ଡ୍ୟୁଟିରେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ପରେ ଚିକିତ୍ସିତ ହେଉଥିବା ସମୟକୁ ଡ୍ୟୁଟି ଭାବେ କରାଯିବ ବିବେଚନା । ଆଜି ମିଳିବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମଞ୍ଜୁରୀ ।

3. ଏସପ୍ଲାନେଡ ସଫଳତା ପରେ ଆଜିଠୁ ରାଜଧାନୀର 3 ସ୍ଥାନରେ ଡ୍ରାଇଭ-ଇନ ଟୀକାକରଣ ଆରମ୍ଭ ।

4. ଆଜି ରାଜ୍ୟରେ ଲକଡାଉନର ସପ୍ତମ ଦିନ । ଅମାନିଆଙ୍କ ଉପରେ ପ୍ରଶାସନର କଡା ନଜର ।

5. ଆଜି ବ୍ରହ୍ମପୁରରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ।

6. ଯାତ୍ରୀ ଅଭାବରୁ ଆଜି ପୂର୍ବତଟ ରେଳପଥର 6 ଯୋଡା ଟ୍ରେନ ବାତିଲ ।

7. ଲକଡାଉନକୁ ନେଇ ଆଜି ତେଲେଙ୍ଗାନାର ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ।

8. ଆଜିଠୁ 17 ଯାଏଁ ପୁଣି ଦିଲ୍ଲୀରେ ବଢିଲା ଲକଡାଉନ । ବନ୍ଦ ରହିବ ମେଟ୍ରୋ ସେବା ।

9. ଆଜିଠୁ ଉତ୍ତରାଖଣ୍ଡରେ ଆରମ୍ଭ ହେବ କୋଭିଡ କର୍ଫ୍ୟୁ । ମେ 18 ଯାଏଁ ରହିବ ବଳବତ୍ତର ।

10. ଆଜି ମଧ୍ୟ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା । ଆସନ୍ତା 14 ଯାଏଁ ପାଗରେ ହେବନି କୌଣସି ପରିବର୍ତ୍ତନ ।

Last Updated : May 11, 2021, 7:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.