ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 3, 2021, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । 4 ଘଣ୍ଟା ବନ୍ଦ ରହିବ ଦର୍ଶନ ।

2. ଆଜିଠୁ ମାର୍ଚ୍ଚ 31 ତାରିଖ ଯାଏ ଚାଲିବ ରେଲୱେ ପରୀକ୍ଷା ।

3. ଆଜିଠୁ ମଧ୍ୟାହ୍ନ ଯାଏ ପାଠପଢା । ଦିନ ଗୋଟାଏ ପରିବର୍ତ୍ତେ 12ଟା ଯାଏ ଚାଲିବ ସ୍କୁଲ ।

4. ଆଜି ରାୟଗଡା ପ୍ଲାନେଟୋରିୟମ ଓ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

5. ବାରଙ୍ଗ ଗଣ ଦୁଷ୍କର୍ମ ମାମଲା । ଆଜି ହେବ ଟିଆଇ ପରେଡ ।

6. ଆଜି ଦକ୍ଷତା ବିକାଶ ଆତ୍ମ ନିର୍ଭର ଭାରତକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

7. ଆଜି ଟିକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

8. ଆଜି ଗେଲ ଇଣ୍ଡିଆର ଭିନ୍ନ ଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

9. ଆଜି ପଶ୍ଚିମବଙ୍ଗରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

10. ଆଜି କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ । 5ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ହେବ ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.