ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jan 25, 2021, 7:03 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1-ଆଜି ରାଷ୍ଟ୍ରପତି ରାମନାଥ କୋଭିନ୍ଦ 72 ତମ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

2- ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ଆଜି ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

3- ଆଜି ରିଭମ୍ପେଡ ଗାଲାଣ୍ଟ୍ରି ପୁରସ୍କାରର ପୋର୍ଟାଲ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବାହ୍ନ 11 ଟାରେ କାର୍ଯ୍ୟକ୍ରମ ।

4. ଆଜି ମୁମ୍ବାଇରେ ଚାଷୀ ଆନ୍ଦୋଳନ । ଶକ୍ତି ପ୍ରଦର୍ଶନରେ ସାମିଲ ହେବେ ଶରତ ପାୱାର । ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ 180 କିମି ରାଲି ।

5- ଆଜି 11 ତମ ଜାତୀୟ ମତଦାତା ଦିବସ । ନିର୍ବାଚନ ଆୟୋଗ ଆୟୋଜନ କରୁଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ ।

6. ଆଜି ସୁପ୍ରିମକୋର୍ଟରେ ଭାରତର ଆଇନ ଆୟୋଗକୁ ଏକ ଆଇନଗତ ସଂସ୍ଥା ଘୋଷଣା କରିବାକୁ ହୋଇଥିବା ଆବେଦନର ହେବ ଶୁଣାଣି ।

7 . ଗୋଟିଏ ଦିନର ବିରତି ପରେ ଆଜି ପୁଣି ରାଜ୍ୟରେ ଟିକାକରଣ ଆରମ୍ଭ ।

8. ଆଜି ପୁଣି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ରବିବାର ମନ୍ଦିର ସାନିଟାଇଜ ପାଇଁ ବନ୍ଦ ଥିଲା ସାଧାରଣ ଦର୍ଶନ ।

9 . ଆଜି ଜାତୀୟ ହସ୍ତତନ୍ତ ମେଳାର ଷଷ୍ଠ ଦିନ । 5 ଦିନରେ ହୋଇଛି 1 କୋଟି ବ୍ୟବସାୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.