ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Dec 28, 2020, 7:26 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଅନୁଷ୍ଠିତ । 12ଟି ପ୍ରସ୍ତାବ ଉପରେ ବାଜିବ ମୋହର ।

2-ଆଜି ଚାଳକବିହୀନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମୋଦି । ଏହା ହେବ ଦେଶର ପ୍ରଥମ ଚାଳକବିହୀନ ଟ୍ରେନ ।

3- ଆଜି କଂଗ୍ରେସର 146ତମ ପ୍ରତିଷ୍ଠା ଦିବସ । ଦଳୀୟ ପତାକା ଉତ୍ତୋଳନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

4- ଆଜି କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ଇଟାଲୀ ଗସ୍ତରେ ରାହୁଲ ଗାନ୍ଧୀ ।

5- ଆଜିଠୁ ପିଜିର ତୃତୀୟ ପର୍ଯ୍ୟାୟ ନାମଲେଖା । ସକାଳ 10ଟାରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ ।

6- ଆଜିଠୁ ଖୋଲିବ ଆଖଣ୍ଡଳମଣି ମନ୍ଦିର । ଦୀର୍ଘ 8 ମାସ କାଳ ବନ୍ଦ ରହିଥିଲା ବାବାଙ୍କ ମନ୍ଦିର ।

7-ଆଜି ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀବାସୀ । 31 ତାରିଖ ସନ୍ଧ୍ୟା 4ଟା ଯାଏଁ କରିପାରିବେ ଦର୍ଶନ ।

8-ଆଜି ବି ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିବେ ସେବାୟତ ପରିବାର । 3ରୁ ରାଜଧାନୀବାସୀ କରିବେ ଦର୍ଶନ ।

9-ବକ୍ସିଂ ଡେ ଟେଷ୍ଟର ଆଜି ତୃତୀୟ ଦିନ । ଦୃଢ ସ୍ଥିତିରେ ଭାରତ ।

10-ଆଜି ISL ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫସି ଓ ଜାମସେଦପୁର ମଧ୍ୟରେ ଟକ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.