ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ନ୍ୟୁଜ୍‌ ଟୁଡେ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡଖବର
ବଡଖବର
author img

By

Published : Dec 3, 2020, 7:01 AM IST

Updated : Dec 3, 2020, 7:47 AM IST

ବଡଖବର

1- ଆଜି ସମସ୍ତ କୃଷକ ସଂଗଠନ ସହ ଚତୁର୍ଥ ଥର ପାଇଁ ଆଲୋଚନା କରିବେ କେନ୍ଦ୍ର ସରକାର ।

2- ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କୃଷକ ଆନ୍ଦୋଳନ ସମ୍ପର୍କରେ ହେବ ଆଲୋଚନା ।

3- ଆଜି BRO ଦ୍ବାରା ନିର୍ମାଣଧିନ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ।

4- ଆଜି ଦେଶରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟର ପ୍ରେସମିଟ ।

5- ଆଜି ନୂଆ ଶିକ୍ଷାନୀତି ଉପରେ ଶିକ୍ଷାମନ୍ତ୍ରଣାଳୟର ୱେବିନାର । ଶିକ୍ଷାମନ୍ତ୍ରୀ କାର୍ଯ୍ୟକ୍ରମରେ ହେବେ ସାମିଲ ।

6- ଆଜି ତୈଳ ଓ ଶକ୍ତିର ଭିଜନ 2030ର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

7- ବାତ୍ୟା ‘ବୁରେଭି’ ପ୍ରଭାବ । ଆଜି ତାମିଲନାଡୁରେ ପ୍ରବଳ ବର୍ଷା ଆଶଙ୍କା ।

8- ଆଜି ରାଜ୍ୟରେ କୋରୋନା ସ୍ଥିତି ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

9- ଆଜି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ।

10- ଆଜି ଖେଳାଯିବାକୁ ଥିବା ଇଣ୍ଡିଆନ ସୁପର ଲିଗ୍‌ ମ୍ୟାଚ୍‌ରେ ଓଡିଶା ଏଫସିକୁ ଭେଟିବ ଏଟିକେ ।

Last Updated : Dec 3, 2020, 7:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.