1-ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆରମ୍ଭ
2-କୋଭିଡ଼ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ବାତିଲ ହେଲା ଏକାଧିକ ଟ୍ରେନ
କୋଭିଡ଼ ସଂକ୍ରମଣର ଚେନ ଭାଙ୍ଗିବାପାଇଁ ବାତିଲ ହେଲା ଟ୍ରେନ ସେବା । ସୂଚନା ଦେଲା ପୂର୍ବତଟ ରେଳବାଇ ।
3-ମଶାଣୀ ବଖାଣୁଛି ମୃତ୍ୟୁର ମିଛ ସରକାରୀ ରିପୋର୍ଟ: କଂଗ୍ରେସ
ଦୈନିକ ପ୍ରାଣ ହରାଉଛନ୍ତି ଅନେକ ରୋଗୀ ହେଲେ ସରକାରୀ ପରିସଂଖ୍ୟାନ ଲୁଚାଉଛି ପ୍ରକୃତ ସତ ।
3-ବ୍ଲକ ପ୍ରକଳ୍ପ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ
ରାଜନଗର ପୋଲିସକୁ ସଫଳତା। ବ୍ଲକ ସଂଯୋଜକଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଆଉ 6 ଜଣ ଅଭିଯୁକ୍ତ।
4-ପୁରୀ ପ୍ରଶାସନର କୋଭିଡ ପରିଚାଳନା, ସମସ୍ତ ଆମ୍ବୁଲାନ୍ସର ଗୋଟିଏ ଦର
କୋଭିଡର ଦ୍ବିତୀୟ ଲହର ସାରା ଭାରତକୁ ସ୍ତବ୍ଧ କରିଦେଇଛି। କେଉଁଠି ମେଡ଼ିକାଲରେ ବେଡ଼ ନାହିଁ ତ କେଉଁଠି ଅକ୍ସିଜେନ ।
5-ବେଡ୍ ସଙ୍କଟ ନେଇ ସୋନୁ-ଜିଲ୍ଲାପାଳଙ୍କ ଟ୍ବିଟର ୱାର, ପ୍ରମାଣ ପରେ ବଦଳିଲା ଆଭିମୁଖ୍ୟ
ଟ୍ବିଟରରେ ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଲଢେଇ । ସୋନୁ ସୁଦ ପ୍ରମାଣ ଦେବା ପରେ ପ୍ରଶଂସା କଲେ ଜିଲ୍ଲାପାଳ
6-ଗାଁକୁ ଫୋକସ, ଡୋର ଟୁ ଡୋର କରାଯିବ ସର୍ଭେ
ଗାଁରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।
7-ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତ ହେବ କୋଭିଡ ମୁକ୍ତ
8-ବଢିଲା ସୁଶୀଲଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନ ଖାରଜ
କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ ।
9-କୋରୋନାରୁ ସୁସ୍ଥ ହେଲେ କଙ୍ଗନା
କଙ୍ଗନା ରଣାୱତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି ।
10-ଜ୍ୟାକିଙ୍କ ମେକଅପ୍ ଆର୍ଟିଷ୍ଟଙ୍କ ଦେହାନ୍ତ, ଟ୍ବିଟ କରି ଦେଲେ ଶ୍ରଦ୍ଧାଞ୍ଜଳି
37 ବର୍ଷରୁ ଜ୍ୟାକଙ୍କ ମେକଅପ୍ ଆର୍ଟିଷ୍ଟ ରୂପେ କାମ କରୁଥିବା ଶଶି ଦାଦାଙ୍କ ନିଧନ । ଶୋକ ପ୍ରକାଶ କଲେ ଅଭିନେତା ।