ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 2, 2021, 1:05 PM IST

1-ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ମଙ୍ଗଳବାର ସକାଳେ ଦିଲ୍ଲୀ ହାର୍ଟ ଆଣ୍ଡ ଲଙ୍ଗସ୍ ଇନଷ୍ଟିଚ୍ୟୁଟରେ ପତ୍ନୀ ନୂତନ ଗୋଏଲଙ୍କ ସହ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ କୋରୋନା ଭାଇରସର ଟିକା ନେଇଛନ୍ତି ।

2-2 ମାସ ବନ୍ଦ ରହିବ କୁଆଖାଇ LHS ବ୍ରିଜ୍

ଦୁଇ ମାସ ଯାଏଁ ବନ୍ଦ ରହିବ କୁଆଖାଇ LHS ବ୍ରିଜ୍ । NH-16 ଅଂଶରେ ଜରୁରୀ ମରାମତି କାର୍ଯ୍ୟ ହେତୁ ଏହାକୁ ବନ୍ଦ କରାଯାଇଛି ।

3-10 ଆଙ୍କାକ୍ଷୀ ଜିଲ୍ଲାର ଦାୟିତ୍ବରେ ରହିବେ 10 ସରକାରୀ ବାବୁ

ଓଡିଶା ସରକାର 10ଟି ଆଙ୍କାକ୍ଷୀ ଜିଲ୍ଲା ପାଇଁ ସଚିବ ସ୍ତରୀୟ ବରିଷ୍ଠ ଅଫିସରଙ୍କୁ ମନୋନୀତ କରିଛନ୍ତି ।

4-ନିର୍ବାଚନ ପ୍ରସ୍ତୁତି: ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ

ଆଗକୁ ପୁଡୁଚେରୀ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳରେ ବିଧାନସଭା ନିର୍ବାଚନ ।

5-ରାଜ୍ୟସଭା ଓ ଲୋକସଭା ଟିଭି ଏବେ ସଂସଦ ଟିଭି

ସଂସଦର ଦୁଇଟି ଗୃହର ସମ୍ପୃକ୍ତ ଟିଭି ଚ୍ୟାନେଲ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିର ମିଶ୍ରଣ ହୋଇଛି ।

6-ନନ୍ଦ ସିଂହ ଚୌହାନଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମଧ୍ୟ ପ୍ରଦେଶ ଖଣ୍ଡୱା ବିଜେପି ସାଂସଦ ନନ୍ଦ ସିଂହ ଚୌହାନଙ୍କ ପରଲୋକ।

7-ପୂଣ୍ୟତିଥିରେ ମନେପଡନ୍ତି ଭାରତର ‘ବୁଲ୍ବୁଲ୍’

ଫେବୃଆରୀ 13, 1879ରେ ହାଇଦ୍ରାବାଦର ଏକ ବଙ୍ଗଳା ପରିବାରରେ ଜନ୍ମଗ୍ରହଣ କରିଥିଲେ ସରୋଜିନୀ ନାଇଡୁ ।

8-ଗୋଟିଏ ଦିନରେ 12,286 ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି କଡ ଲେଉଟାଉଛି କୋରୋନା ସଂକ୍ରମଣ। ପୂର୍ବ ଅପେକ୍ଷା ପୁଣି ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା ।

9-ଏସଟିଏଫ ହାତରେ ମୂର୍ତ୍ତି ତସ୍କର; ୫ ଦୁର୍ଲଭ ମୂର୍ତ୍ତି ଜବତ

ଦୁର୍ଲଭ ମୂର୍ତ୍ତି ତସ୍କରୀର ପର୍ଦ୍ଦାଫାଶ । ଏସଟିଏଫ ହାତରେ ଧରା ପଡିଛି ଜଣେ ତସ୍କରୀ ।

10-ଟାଇଗର@31, ଦମଦାର ଡାନ୍ସ ସହ ଶାନଦାର ଆକ୍ସନରେ କିଣନ୍ତି ମନ

ଆଜି 31 ବର୍ଷରେ ପଦାର୍ପଣ କଲେ ଟାଇଗର । ‘ହିରୋପନ୍ତୀ’ ଫିଲ୍ମରୁ ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.