ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଟେନ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 22, 2020, 1:15 PM IST

1-ରାଜ୍ୟରେ କମୁଛି ସଂକ୍ରମଣ, ଆଜି 319 ଆକ୍ରାନ୍ତ ଚିହ୍ନଟ

ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମିବା ସହିତ ମଙ୍ଗଳବାର 319 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

2-ରିମାଣ୍ଡରେ ଯିବେ IFS ଅଭୟ ପାଠକ, SDJM କୋର୍ଟ ଦେଲେ ଅନୁମତି

ମଙ୍ଗଳବାର IFS ଅଭୟ ପାଠକ ରିମାଣ୍ଡରେ ଯିବେ । ଏ ନେଇ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

3-ଦେଶରେ ଗୋଟିଏ ଦିନରେ 19,556 ପଜିଟିଭ, 301 ମୃତ

ଧିରେ ଧିରେ କମୁଛି ସଂକ୍ରମଣ । ସୁଧୁରୁଛି ସ୍ଥିତି । ଗୋଟିଏ ଦିନରେ 19 ହଜାର ଆକ୍ରାନ୍ତ ଚିହ୍ନଟ।

4-ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଛନ୍ତି: ଲେଖାଶ୍ରୀ

ନୟାଗଡ ନାବାଳିକା ହତ୍ୟା ଘଟଣାରେ ପ୍ରକୃତ ଅପରାଧୀଙ୍କୁ ଖସାଇବା ପାଇଁ ରାଜ୍ୟ ସରକାର ଅପାଚେଷ୍ଟା କରିଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

5-ହାଡଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଫୁଲବାଣୀ ସୁବୁଠୁ ଥଣ୍ଡା ସହର

ଦିନ ବଢିବା ସାଙ୍ଗକୁ ରାଜ୍ୟରେ ବଢୁଛି ଶୀତ ଲହରୀ। କୁହୁଡିର ମଧ୍ୟ ସ୍ତର ବଢିବା ସହିତ ସକାଳ ସମୟରେ ଯାତାୟତରେ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ ।

6-ଭିଜିଲାନ୍ସ ଜାଲରେ ରାଉରକେଲା ଜିଏସଟି ଅଫିସର

ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

7-ସୁବର୍ଣ୍ଣପୁରରେ ଟ୍ରାଫିକ ଧରପଗଡ ଆରମ୍ଭ; 4 ଗାଡି ସହ 97ହଜାର 500 ଟଙ୍କା ଜବତ
ସୁବର୍ଣ୍ଣପୁରରେ ମଦ୍ୟପ ଗାଡି ଚଳାଉଥିବାବେଳେ 4 ଗାଡି ଜବତ । ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି 97500 ଟଙ୍କା ଜବତ କରିିଛି ଜିଲ୍ଲା ପରିବହନ ବିଭାଗ

8-ଆଜି ଜାତୀୟ ଗଣିତ ଦିବସ

ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସଫଳତାକୁ ସୀକୃତି ଦେବା ପାଇଁ ପ୍ରତିବର୍ଷ 22 ଡିସେମ୍ବରରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ।

9-ସିନିୟର କ୍ଲର୍କ ଘରେ ଭିଜିଲାନ୍ସ ଛାପା, ଘରେ ପଶିଲା ପରେ ଅଫିସର କାବା

ଭୁବନେଶ୍ବର ସିନିୟର କ୍ଲର୍କଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରି ବିପୁଳ ପରିମାଣର ଅଳଙ୍କାର ଓ ଟଙ୍କା ଜବତ କରିଛି ।

10-ପୁରୀରେ ଜାନୁଆରୀ 17ରୁ ପଲ୍‌ସ ପୋଲିଓ ଟିକାକରଣ ଅଭିଯାନ

ଆସନ୍ତାମାସ 17ରୁ ପୁରୀ ଜିଲ୍ଲାରେ ପଲ୍‌ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.