ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 9, 2020, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-2020, ଶୀର୍ଷରେ ଓଡିଶା

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-2020ରେ ଓଡିଶା ଏକ ନମ୍ବର । ଦ୍ବିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ ।

2-ଡିସେମ୍ବର 9 ସୁଦ୍ଧା ଦେଶରେ ସରିଛି 14,98,36,767 କୋଭିଡ ଟେଷ୍ଟ: ICMR

ଆଇସିଏମଆର ଦ୍ବାରା ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ମଙ୍ଗଳବାର 10 ଲକ୍ଷରୁ ଅଧିକ କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି ।

3-ନାକରେ ଦିଆଯିବ କୋରୋନା ଟିକା, ଆସନ୍ତା ଜାନୁଆରୀରେ ହେବ ଟ୍ରାଏଲ

ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକା ପରିକ୍ଷଣ । ଏଥି ପାଇଁ ଆହୁରି 2 ୟୁନିଟ ନିୟୋଜିତ ହୋଇଛନ୍ତି ।

4-ଇଡି ନୋଟିସ୍‌ ପରେ ତୃତୀୟ ଥର ମେଡିକାଲ ଗଲେ କେରଳ ମୁଖ୍ୟମନ୍ତ୍ରୀଙ୍କ ଏପିଏସ

ଇଡି ନୋଟିସ୍‌ ପରେ ପୁଣି ଥରେ ମେଡିକାଲ ଗଲେ କେରଳ ମୁଖ୍ୟମନ୍ତ୍ରୀଙ୍କ ଏପିଏସ ସିଏମ ରବିନ୍ଦ୍ରନ ।

5-ତିହାର ଜେଲରେ ମୁଜାଫରପୁର ଆଶ୍ରମ ଦୁର୍ଷ୍କମ ମାମଲାର ଦୋଷୀ ମୃତ

ବିହାରର ମୁଜାଫରପୁରରେ ଆଶ୍ରମରେ ହୋଇଥିବା ଦୁର୍ଷ୍ଖମ ଘଟଣାର ମୁୁଖ୍ୟ ଅଭିଯୁକ୍ତ ରାମାନୁଜ ଠାକୁରର ମୃତ୍ୟୁ ।

6-ଜମ୍ମୁ ଓ କାଶ୍ମୀରରେ ଗ୍ରେନେଡ ବିସ୍ଫୋରଣ, 6 ନାଗରିକ ଆହତ

ଜମ୍ମୁ ଓ କାଶ୍ମୀରର ସିଂହପୋରାର ପାଟନ ଅଞ୍ଚଳରେ ଗ୍ରେନେଡ୍‌ ବିସ୍ଫୋରଣ । ଯେଉଁଥିରେ ଅତିକମରେ 6 ଜଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି।

7-କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

8-ଟିଆରପି ମାମଲା: ବମ୍ବେ ହାଇକୋର୍ଟରେ ପୁନଃଯାଚିକା ଦେଲେ ଅର୍ଣ୍ଣବ

ଟିଆରପି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବମ୍ବେ ହାଇକୋର୍ଟରେ ଅର୍ଣ୍ଣବଙ୍କ ଯାଚିକା ଦାୟର ।

9-ସୁଶାନ୍ତ ମୃତ୍ୟୁ ମାମଲା‌: ଏନସିବି ହାତରେ ଆଉ ଜଣେ ଡ୍ରଗ୍ସ ପେଡଲର

ସୁଶାନ୍ତ ସିଂ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କେସରେ ଧରାପଡିଲା ଜଣେ ଅଭିଯୁକ୍ତ ।

10-ହୋଟେଲରୁ ମିଳିଲା ତାମିଲ ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ

ସନ୍ଦେହଜନକ ଅବସ୍ଥାରେ ଚେନ୍ନାଇର ଏକ ହୋଟେଲ ରୁମରୁ ମିଳିଲା ଟେଲି ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.