ETV Bharat / bharat

NEET-UG Counselling: ୧୯ରୁ ଆରମ୍ଭ, ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟଙ୍କ ଶୁୁଭେଚ୍ଛା - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଟ ୟୁଜି କାଉନସିଲିଂ ଘୋଷଣା

ଜାନୁଆରୀ 19 ତାରିଖରୁ NEET-UG କାଉନସିଲିଂ ଆରମ୍ଭ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଛାତ୍ରଛାତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

NEET-UG counselling: ୧୯ରୁ ହେବ ଆରମ୍ଭ , ଛାତ୍ରଛାତ୍ରୀଙ୍କୁ ଶୁୁଭେଚ୍ଛା ଜଣାଇଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟ

author img

By

Published : Jan 13, 2022, 10:41 PM IST

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ NEET-UG ପାଇଁ କାଉନସିଲିଂ ପ୍ରକ୍ରିୟା । ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

  • प्रिय छात्रों, MCC द्वारा NEET-UG के लिए काउंसलिंग 19 जनवरी से प्रारंभ की जा रही है।

    आप सभी देश का भविष्य हैं और आशा है की आप सभी सेवा ही धर्म के मंत्र के साथ अपने करियर को आगे नई दिशा देंगे। मैं सभी को हार्दिक शुभकामनाएं देता हूँ।

    — Dr Mansukh Mandaviya (@mansukhmandviya) January 13, 2022 " class="align-text-top noRightClick twitterSection" data=" ">

ଏହି ତାରିଖ ଘୋଷଣା ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି, ଆପଣ ସମସ୍ତେ ଦେଶର ଭବିଷ୍ୟତ ଏବଂ ମୁଁ ଆଶା କରୁଛି ଯେ 'ସେବା ହେଉଛି ଧର୍ମ' ମନ୍ତ୍ର ସହିତ ଆପଣ ସମସ୍ତେ ନିଜ କ୍ୟାରିଅରକୁ ଏକ ନୂତନ ଦିଗ ଦେବେ । ମୁଁ ସମସ୍ତଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ଯ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.