ETV Bharat / bharat

ନକ୍ସଲଙ୍କ ଉନ୍ମତକାଣ୍ଡ, ୨୭ଟି ଗାଡିରେ ନିଆଁ ଲଗାଇ ଖେଳାଇଲେ ଆତଙ୍କ

author img

By

Published : Jan 9, 2022, 8:52 AM IST

୨୭ଟି ଗାଡିରେ ନିଆଁ ଲଗାଇ ପୁଣି ନିଜର ଦବଦବା ଜାହିର କଲେ ନକ୍ସଲ ଗୋଷ୍ଠୀ । ଝାଡଖଣ୍ଡର ଗୁଲାମ ଜିଲ୍ଲାରେ ନକ୍ସଲ ମାନେ ଏହି ଉନ୍ମତକାଣ୍ଡ ଘଟାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ନକ୍ସଲଙ୍କ ଉନ୍ମତକାଣ୍ଡ , ୨୭ ଗାଡିରେ ନିଆଁ ଲଗାଇ ଖେଳାଇଲେ ଆତଙ୍କ

ରାଞ୍ଚି: ଝାଡଖଣ୍ଡରେ ନକ୍ସଲଙ୍କ ଆତଙ୍କରାଜ। ୨୭ଟି ଗାଡିରେ ନିଆଁ ଲଗାଇ ପୁଣି ନିଜର ଦବଦବା ଜାହିର କଲେ ନକ୍ସଲ ଗୋଷ୍ଠୀ । ଝାଡଖଣ୍ଡର ଗୁଲାମ ଜିଲ୍ଲାରେ ନକ୍ସଲ ମାନେ ଏହି ଉନ୍ମତକାଣ୍ଡ ଘଟାଇଥିବା ଜଣାପଡିଛି । ଜାନୁଆରୀ ୭ ତାରିଖରେ ଏହି ଘଟଣା ଘଟିଥିବା ଗୁଲାମ ପୋଲିସ ସୂଚନା ଦେଇଛି । ଏନେଇ ଖବର ପାଇବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:-ମାଓକ୍ୟାମ୍ପ ଛାଡିଥିଲେ ବୋଲି ଛତିଶଗଡରେ 3 ଜଣଙ୍କୁ ହତ୍ୟା, ଜଣଙ୍କ ମିଳିନି ପରିଚୟ

ତେବେ ଏହା ପୂର୍ବରୁ ଗତ ୬ ତାରିଖ ଦିନ ନକ୍ସଲମାନେ ଛତିଶଗଡ ବିଜାପୁର ଜିଲ୍ଲାର ବସ୍ତର ଡିଭିଜନରେ ୩ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ମାଓ କ୍ୟାଡର କାମଲୁ ପୁନେମ ଓ ମାଙ୍ଗି ଉଭୟ ବିବାହ କରିବା ପାଇଁ ନକ୍ସଲ କ୍ୟାମ୍ପ ଛାଡିଥିବାରୁ ତାଙ୍କୁ ନକ୍ସଲ ମାନେ ହତ୍ୟା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.