ETV Bharat / bharat

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ କୋରୋନା ପଜିଟିଭ

author img

By

Published : Apr 27, 2021, 9:19 AM IST

କୋରୋନାରେ ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ । ପଞ୍ଜାବ ଜେଲରୁ ଉତ୍ତରପ୍ରଦେଶର ବାନ୍ଦା ଜେଲକୁ ଦୁଇ ସପ୍ତାହ ପୂର୍ବେ ଅଣାଯାଇଥିବା ବେଳେ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ ଗ୍ୟାଙ୍କଷ୍ଟାର ମୁଖତାର ଅନସାରୀ

ଲକ୍ଷ୍ନୌ: କୋରୋନାରେ ଆକ୍ରାନ୍ତ ଗ୍ୟାଙ୍ଗଷ୍ଟାର ତଥା ପଲିଟିସିଆନ ମୁଖତାର ଅନସାରୀ । ପଞ୍ଜାବ ଜେଲରୁ ତାଙ୍କୁ ଉତ୍ତର ପ୍ରଦେଶ ବାନ୍ଦା ଜେଲକୁ ଦୁଇ ସପ୍ତାହ ପୂର୍ବେ ଅଣାଯାଇଥିବା ବେଳେ କୋରୋନା ଟେଷ୍ଟ କରାଯାଇଥିଲା । ଏବେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ଓ ଏବେ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଗ୍ୟାଙ୍ଗଷ୍ଟର-ରାଜନେତା ବର୍ତ୍ତମାନ ଜ୍ବରରେ ପୀଡିତ ହୋଇ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି । ଦୁଇ ସପ୍ତାହ ପୂର୍ବେ ଆମ୍ବୁଲାନ୍ସରେ ମୁଖତାର ଅନସାରୀକୁ ବାନ୍ଦା ଜେଲକୁ ଅଣାଯାଇଥିଲା । 2 ବର୍ଷ ପଞ୍ଜାବ ଜେଲରେ ରଖାଯିବା ପରେ ଏପ୍ରିଲ 7ରେ ବାନ୍ଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଏପର୍ଯ୍ୟନ୍ତ ମୁଖତାର ଅନସାରୀ ନାଁରେ 52ଟି ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.