ETV Bharat / bharat

Odisha Train Tragedy: ସାଂସଦଙ୍କୁ ବରୁଣଙ୍କ ଅପିଲ, ଦରମାରୁ କିଛି ସାହାଯ୍ୟ କର

author img

By

Published : Jun 3, 2023, 8:52 PM IST

ଟ୍ବିଟ କରି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି, ଓଡିଶା ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅତ୍ୟନ୍ତ ଭୟାନକ । ହୃଦୟ ବିଦାରକ । ଘଟଣାରେ ଯେଉଁ ପରିବାର ପୁରା ଭାଙ୍ଗି ପଡିଛନ୍ତି ସେହି ପରିବାର ସହିତ ଚଟାଣ ପରି ଛିଡା ହେବାକୁ ପଡିବ । ଅଧିକ ପଢନ୍ତୁ

MP Varun Gandhi
MP Varun Gandhi

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପ୍ରସଙ୍ଗ । ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରଥମେ ସାହାରା ମିଳୁ ପରେ ନ୍ୟାୟ । ଟ୍ବିଟ କରି ଏଭଳି ଅପିଲ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

  • उड़ीसा की रेल दुर्घटना हृदय विदारक है!

    जो परिवार इस हादसे से टूटे हैं हमें उनके साथ चट्टान की तरह खड़ा होना होगा।

    मेरा सभी साथी सांसदों से निवेदन है कि हम सभी अपनी तनख्वाह का एक हिस्सा शोक संतप्त परिजनों के नाम कर उनकी मदद के लिए आगे आयें।

    पहले उन्हें सहारा मिले, फिर न्याय।

    — Varun Gandhi (@varungandhi80) June 3, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି, ‘‘ଓଡିଶା ବାଲେଶ୍ବର ବାହାନଗା ଷ୍ଟେସନରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଅତ୍ୟନ୍ତ ଭୟାନକ । ହୃଦୟ ବିଦାରକ । ଘଟଣାରେ ଯେଉଁ ପରିବାର ପୁରା ଭାଙ୍ଗି ପଡିଛନ୍ତି ସେହି ପରିବାର ସହିତ ଚଟାଣ ପରି ଛିଡା ହେବାକୁ ପଡିବ । ସମସ୍ତ ସାଥୀ ସାଂସଦଙ୍କୁ ଅନୁରୋଧ ସମସ୍ତେ ନିଜ ଟଙ୍କାରୁ କିଛି ଅଂଶ ଏହି ଶୋକସନ୍ତପ୍ତ ପରିବାରଙ୍କ ନାମରେ କରି ସେମାନଙ୍କ ସାହାଯ୍ୟ କରିବାକୁ ଆଗକୁ ଆସନ୍ତୁ । ପ୍ରଥମେ ସେହି ପରିବାର ଗୁଡିକୁ ସାହାର ମିଳୁ । ପରେ ନ୍ୟାୟ ।’’

ଏହାବି ପଢନ୍ତୁ- PM Modi In Balasore: ଘଟଣା କଷ୍ଟଦାୟକ, ଦୋଷୀଙ୍କୁ ଛଡାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ବରୁଣ ଗାନ୍ଧୀଙ୍କ ଏହି ଦାବିକୁ ବହୁ ରାଜନେତା ସମର୍ଥନ କରିଥିବା ବେଳେ, ବହୁ ଲୋକ ନିଜ ମତାମତ ଦେଇଛନ୍ତି । ଏହା ବାଦ ବରୁଣଙ୍କ ଏହି ଟ୍ବିଟକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ, ୭ ହଜାରରୁ ଅଧିକ ଲାଇକ, ଦେଢ ହଜାରରୁ ଅଧିକ ରିଟ୍ବିଟ ହୋଇଛି ।

ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ, ଘଟଣା ସାରା ବିଶ୍ବରେ ଚହଳ ପକାଇ ଦେଇଛି । ଏହି ଦୁର୍ଘଟଣା ଭାରତୀୟ ରେଳବାଇର ଏକ ବଡ ବୋଲି ଦୁର୍ଘଟଣା କୁହାଯାଉଛି । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଶତାଧିକ ଯାତ୍ରୀ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କଟକ ସମେତ ବହୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଦୁର୍ଘଟଣା ସ୍ଥଳକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ ସମେତ ପୁରା ଅଞ୍ଚଳ ବୁଲି ଦେଖିଛନ୍ତି । ଏତତ ବ୍ୟତୀତ ଉଦ୍ଧାର କାର୍ଯ୍ୟ ଓ ଚିକିତ୍ସା ସେବା ସ୍ଥିତିର ସମୀକ୍ଷା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦୁର୍ଘଟଣା କଷ୍ଟଦାୟକ । ଘଟଣାରେ ଯେଉଁମାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଘଟଣା ଅତ୍ୟନ୍ତ ଭୟଙ୍କର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉଛି । ଦୋଷୀ ଛଡା ଯିବ ନାହିଁ । ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି । ବାଲେଶ୍ବର ଜିଲ୍ଲା ମୁଖ୍ୟାଳୟରେ ଆହତ ଯାତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.