ETV Bharat / bharat

3 years of Modi Govt 2.0: ଆଜିଠୁ ବିଜେପିର ଜନସମ୍ପର୍କ ଅଭିଯାନ - ବିଜେପିର ଜନସମ୍ପର୍କ ଅଭିଯାନ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ୩ ବର୍ଷ ପୂରଣ ହୋଇଛି । ତିନି ବର୍ଷ ପୂର୍ବେ ଆଜିର ଦିନରେ ମୋଦିଙ୍କ ଦମଦାର ବିଜୟ ପରେ ୩୦ ମେ ୨୦୨୦ରେ ଦ୍ବିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଅଧିକ ପଢ଼ନ୍ତୁ

modi government completed 3 years of 2nd term
3 Years Complete of Modi govt: ଆଜିଠୁ ୧୫ ଦିନ ଯାଏ ବିଜେପିର ଜନସମ୍ପର୍କ ଅଭିଯାନ
author img

By

Published : May 30, 2022, 10:54 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ୩ ବର୍ଷ ପୂରଣ ହୋଇଛି । ତିନି ବର୍ଷ ପୂର୍ବେ ଆଜିର ଦିନରେ ମୋଦିଙ୍କ ଦମଦାର ବିଜୟ ପରେ ୩୦ ମେ ୨୦୨୦ରେ ଦ୍ବିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଆଜି ଠାରୁ ଆସନ୍ତା ୧୫ ଦିନ ଯାଏ ବିଜେପି ସାରା ଦେଶରେ ଜନସମ୍ପର୍କ ଅଭିଯାନ ଚଳାଇବ ।

ଏହାରି ଭିତରେ ମୋଦିଙ୍କ ଶାସନକୁ ୮ ବର୍ଷ ପୂରିଛି । ଏନଡିଏ ସରକାର ମୋଦିଙ୍କ କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ନିକଟତର ହେବାକୁ ବିଜେପି ଏକ ବଡ଼ ଯୋଜନା କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ମଙ୍ଗଳବାର) ଶିମଲାର ରିଜ ମୈଦାନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର ସୂଚନା ରହିଛି । ଆୟୋଜିତ ସମାରୋହ ମାଧ୍ୟମରେ ମୋଦି ଚଳିତ ବର୍ଷ ଶେଷରେ ହେବାକୁ ଥିବା ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.