ETV Bharat / bharat

MNS ମୁଖ୍ୟ ରାଜ ଠାକରେ ଓ ତାଙ୍କ ମା' କୋଭିଡ ସଂକ୍ରମିତ

author img

By

Published : Oct 23, 2021, 9:27 PM IST

ରାଜ ଠାକରେ ଓ ତାଙ୍କ ମା’ କୋରେନାରେ ସଂକ୍ରମିତ । ଉଭୟ ଗୃହସଙ୍ଗରୋଧରେ ରହିଥିବା ସୂଚନା । ଅଧିକ ପଢନ୍ତୁ..

ରାଜ ଠାକରେ ଓ ତାଙ୍କ ମା’ କୋଭିଡ ସଂକ୍ରମିତ
ରାଜ ଠାକରେ ଓ ତାଙ୍କ ମା’ କୋଭିଡ ସଂକ୍ରମିତ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଓ ତାଙ୍କ ମା’ କୁନ୍ଦା ଠାକରେ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କ ଠାରେ କୋଭିଡ ସଂକ୍ରମଣର ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା । ତେବେ କୋଭିଡ ସଂକ୍ରମିତ ହୋଇଥିଲେ ସୁଦ୍ଧା ଉଭୟଙ୍କ ନିକଟରେ କିଛି ବିଶେଷ ସ୍ବାସ୍ଥ୍ୟଗତ ଜଟିଳତା ଦେଖିବାକୁ ମିଳିନାହିଁ । ତେଣୁ ଉଭୟଙ୍କୁ ନିଜ ଘର ଗୃହ ସଙ୍ଗରୋଧରେ ରହି ଚିକିତ୍ସା ଜାରି ରଖିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଠାକରେଙ୍କ ଜଣେ ବରିଷ୍ଠ ସହାୟକ ସ୍ପଷ୍ଟ କରିଛନ୍ତି ।

୫୩ ବର୍ଷୀୟ ରାଜନେତା ଠାକରେ ଗତ କିଛି ଦିନ ମଧ୍ୟରେ, ମୁମ୍ବାଇ, ନାସିକ, ପୁଣେ ଓ ଥାନେ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ତେବେ ତାଙ୍କ ସହ ଅନେକ କର୍ମୀ ଓ ସାଧାରଣ ଲୋକ ସଂସ୍ପର୍ଶରେ ଆସିଥିବା ମଧ୍ୟ ସନ୍ଦେହ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.