ETV Bharat / bharat

Lakhimpur News: ଜେଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲା ନାବାଳକ, ଗାଲରେ ଷ୍ଟାମ୍ପ ଲଗାଇଲେ - ଗାଲରେ ଷ୍ଟାମ ଲଗାଇଲେ କର୍ମଚାରୀ

ନିଜ ଜେଜେ ମାଆ ସହ ଜେଲରେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲା ୪ ବର୍ଷର ନାବାଳକ । ହାତରେ ଷ୍ଟାମ୍ପ ମାରିବା ବଦଳରେ ଗାଲରେ ଷ୍ଟାମ୍ପ ଲଗାଇଲେ ଜେଲ କର୍ମଚାରୀ । ଅଧିକ ପଢନ୍ତୁ

Lakhimpur News
Lakhimpur News
author img

By

Published : Jan 28, 2023, 5:35 PM IST

ଲକ୍ଷ୍ନୌ: ଜେଲରେ ଭାଇ ସହ ଭେଟିବାକୁ ଯାଇଥିବା ଚାରି ବର୍ଷ ବାଳକର ଗାଲରେ ଷ୍ଟାମ୍ପ ଲଗାଇଲେ ଜେଲ କର୍ମଚାରୀ । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରୁ । ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବନ୍ଦୀମାନଙ୍କୁ କଏଦୀଙ୍କ ଠାରୁ ଅଲଗା କରାଇବା ପାଇଁ ସର୍ବଦା ଷ୍ଟାମ୍ପ ଲଗାଯାଉଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

  • Lakhimpur Kheri, UP | Minor boy allegedly stamped on the cheek by jail staff for going to meet his brother in jail

    There's provision to put stamp so that family members of convicts can be differentiated. Gatekeeper said that he put stamp on child's hand: Jail Superintendent pic.twitter.com/D8tkTlecmt

    — ANI UP/Uttarakhand (@ANINewsUP) January 27, 2023 " class="align-text-top noRightClick twitterSection" data=" ">

ଲକ୍ଷ୍ମୀପୁର ଖେରୀ ଜେଲର ଅଧୀକ୍ଷକ ବିପିନ କୁମାର ମିଶ୍ରା କହିଛନ୍ତି, "ଆମର ଜେଲର ଦୁଇଟି ପ୍ରବେଶ ପଥ ରହିଥିବା ବେଳେ ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ସିଲ ଲଗାଯାଉଛି । ତେବେ ଉକ୍ତ ୪ ବର୍ଷର ବାଳକ ଜଣକ ଜେଲକୁ ଆସିଥିବା ବେଳେ ତାକୁ ପରିଦର୍ଶକ ଭାବେ ନିଶ୍ଚିତ କରିବା ପାଇଁ ଗାଲରେ ଲାଲ ଷ୍ଟାମ୍ପ ଲଗାଯାଇଥିଲା । ତେବେ ସମସ୍ତଙ୍କ ହାତରେ ଏହା ଲଗାଯାଇଥିଲା । ତେବେ ବାଳକ ଜଣକର ହାତରେ ଷ୍ଟାମ୍ପ ଲଗାଯିବା ପରେ ସେ ଉକ୍ତ ହାତକୁ ଲଗାଇ ଦେଇଥାଇପାରେ । ଏହା ହୋଇଥିବ ବୋଲି ଆମେ ସନ୍ଦେହ କରୁଛୁ । ନଚେତ କାହାର ଗାଲରେ ଷ୍ଟାମ୍ପ ଲଗାଯାଏ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Ishaq Dar on Pak situation: ଅର୍ଥମନ୍ତ୍ରୀ କହିଲେ ଆର୍ଥିକ ସଙ୍କଟ ଦୂର କରିବେ ଆଲ୍ହା

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ବିଷୟକୁ ଗୁରୁତ୍ବର ସହ ନିଆଯାଇଛି । ଉକ୍ତ ୪ ବର୍ଷର ବାଳକର ପ୍ରତିକ୍ରିୟା ପରେ ତଦନ୍ତ ଆରମ୍ଭ କରାଯିବ । ଯଦି ସତରେ ଜାଣିଶୁଣି ଛାତ୍ରର ଗାଲରେ ଏଭଳି ଷ୍ଟାମ୍ପ ଲଗାଯାଇଥାଏ ତେବେ ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସୂଚନାଅନୁସାରେ, ଶୁକ୍ରବାର ଦିନ ଭକ୍ତିପୁର ଗ୍ରାମର ଜଣେ ୪ ବର୍ଷର ବାଳକ ନିଜ ଜେଜେ ମାଆ ସହ ଲଖୀମପୁର ଖେରୀ ଜେଲକୁ ଆସିଥିଲା । ଜେଲରେ ବନ୍ଦିଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ଦୁହେଁ ଆସିଥିଲେ । ଜେଲର ନିୟମ ଅନୁସାରେ, ଜେଲରେ ଥିବା କଏଦୀଙ୍କୁ ଦେଖା କରିବା ପୂର୍ବରୁ ହାତରେ ଏକ ଷ୍ଟାମ ଲଗାଯାଇଥାଏ । କିନ୍ତୁ ଯେତେବେଳେ ନାବାଳକ ଜଣକ ଜେଲ ଭିତରକୁ ପ୍ରବେଶ କରିଥିଲା ସେତେବେଳେ ଜେଲ କର୍ମଚାରୀ ହାତରେ ଷ୍ଟାମ ମାରିବା ବଦଳରେ ଗାଲରେ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଜେଲରୁ ବାହାରକୁ ଆସିବା ପରେ ନାବାଳର ଜେଜେ ମାଆ ମିଡିଆ ଆଗରେ ସବୁ ସତ ବଖାଣିଥିଲେ । ପ୍ରକାଶଥାଉକି, ଆଶିଷ ମିଶ୍ରା ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଜେଲ ବାହାରେ ରହିଥିଲେ ମିଡିଆ କର୍ମଚାରୀ । ତେବେ ଅଭିଯୋଗ ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.