ETV Bharat / bharat

ଆନ୍ତର୍ଜାତିକ ମହିଳା ଦିବସରେ ଦିନକ ପାଇଁ ଗୃହମନ୍ତ୍ରୀ ସାଜିଲେ କନେଷ୍ଟବଳ

author img

By

Published : Mar 8, 2021, 6:54 PM IST

ଆନ୍ତର୍ଜାତିକ ମହିଳା ଦିବସରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲେ ମହିଳା କନେଷ୍ଟବଲ ମୀନାକ୍ଷି ବର୍ମା । ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Minister of Home Affairs became a female constable on International Women's Day in madhyapradesh
ଆନ୍ତର୍ଜାତିକ ମହିଳା ଦିବସରେ ମହିଳା କନଷ୍ଟେବଲ ହେଲେ ଗୃହମନ୍ତ୍ରୀ

ଭୋପାଳ: ମହିଳା କନେଷ୍ଟବଲ ହେଲେ ଗୃହମନ୍ତ୍ରୀ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଗୋଟିଏ ଦିନ ପାଇଁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି ମହିଳା କନଷ୍ଟେବଲ ମୀନାକ୍ଷୀ ବର୍ମା । ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ବୁଝି କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

  • Madhya Pradesh: Woman constable Meenakshi Verma took charge as state home minister for a day today.

    "I have given my chair to Meekankshi for the day on the occasion of #InternationalWomensDay," State Home Minister Narottam Mishra says. pic.twitter.com/zBD722giKd

    — ANI (@ANI) March 8, 2021 " class="align-text-top noRightClick twitterSection" data=" ">

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମଧ୍ୟପ୍ରେଦଶରେ ମୀନାକ୍ଷୀ ବର୍ମା ନାମକ ମହିଳା କନେଷ୍ଟବଲ ଗୋଟିଏ ଦିନ ପାଇଁ ଗୃହମନ୍ତ୍ରୀ ହୋଇଛନ୍ତି । ମଧ୍ୟପ୍ରଦେଶ ଶିବରାଜ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜ ଚୌକି ପ୍ରଦାନ କରି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଯେଉଁଠାରେ ନାରୀର ସମ୍ମାନ ଅଛି ସେଠାରେ ସଂସ୍କୃତିର ଉତଥାନ ଅଛି । ମୁଁ ନିଜର ସ୍ଥାନ ପ୍ରଦାନ କରି କହୁଛି ଯେ ନାରୀ ଅପାର ଶକ୍ତିର ଅଧିକାରୀ ବୋଲି କହିଛନ୍ତି ।

ମଧ୍ୟପ୍ରଦେଶ ସରକାରଙ୍କ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ କାର୍ଯ୍ୟାଳୟରେ ମୀନାକ୍ଷା ବର୍ମା ମହିଳା କନେଷ୍ଟବଲ ଭାବରେ କାର୍ଯ୍ୟରତ । ମହିଳା ଦିବସ ଉପଲକ୍ଷେ ତାଙ୍କୁ ସମ୍ମାନୀତ କରିବା ଉଦ୍ଦେଶ୍ୟରେ ନିଜର ଚୌକି ପ୍ରଦାନ କରିଛନ୍ତି ମଧ୍ୟପ୍ରଦେଶ ସରକାରର ଗୃହମନ୍ତ୍ରୀ । ଏହା ପରେ ମୀନାକ୍ଷୀ ବର୍ମା ନରୋତ୍ତମ ମିଶ୍ରା ଭଳି ସାଧାରଣ ଜନତାଙ୍କ ସମସ୍ୟା ଶୁଣିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଏସଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.