ETV Bharat / bharat

କୁଲଗାମରେ ଆଇଡି ବିସ୍ଫୋରଣ; ଜଣେ ଶହୀଦ, 3 ଯବାନ ଗୁରୁତର - ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ

ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣ । ଆଇଡି ବିସ୍ଫୋରଣ ଜଣେ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

କୁଲଗାମରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ

author img

By

Published : Jan 27, 2021, 11:42 AM IST

Updated : Jan 27, 2021, 1:55 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ । ଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ଓ 3 ଯବାନ ଗୁରୁତର ଆହତ । ସମସ୍ତ ଯବାନ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ।

କୁଲଗାମରେ ଆଇଡି ବ୍ଲାଷ୍ଟ , 4 ଯବାନ ଗୁରୁତର
କୁଲଗାମରେ ଆଇଡି ବ୍ଲାଷ୍ଟ , 4 ଯବାନ ଗୁରୁତର

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଶ୍ୟାମସିପୋରାର ଏକ ସ୍କୁଲ ଭିତରେ ଆତଙ୍କବାଦୀ ଆଇଡି ବୋମାକୁ ଖଞ୍ଜିଥିଲେ । ସେହି ରାସ୍ତା ଦେଇ 24 ଆରଆର ଏକ ରୋଡ ଓପନିଂ ପାର୍ଟି(ଆରଓପି)ର ଚାରି ଜଣ ସେନା ଯାଉଥିବାବେଳେ ଆଇଡି ବ୍ଲାଷ୍ଟ ହୋଇଥିଲା । ଫଳରେ 4 ଜଣ ଯବାନ ଗୁରୁତର ହେବା ସହ ସ୍କୁଲଟି ଧ୍ବଂସ ହୋଇଯାଇଛି ।

ଆତଙ୍କବାଦୀଙ୍କ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏନେଇ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2021, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.