ETV Bharat / bharat

ଶ୍ରୀନଗରରେ ଚିରାଗ ପାସଓ୍ବାନଙ୍କ ସଂସଦୀୟ ଟିମ, କେନ୍ଦ୍ରରେ ରିଅଲ ହିରୋ କାର୍ଯ୍ୟକ୍ରମରେ ଦେଲେ ଯୋଗ

author img

By

Published : Mar 22, 2021, 6:03 AM IST

Updated : Mar 22, 2021, 6:11 AM IST

ସାଂସଦର ତଥା ଲୋକ ଜନ ଶକ୍ତି ଦଳର ନେତା ଚିରାଗ ପାସୱାନ ଏବଂ ତାଙ୍କର ଦୁଇ ସହକର୍ମୀ ରବିବାର ଦିନ ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗର ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ.....

ିି
ଶ୍ରୀନଗରେ ଚିରାଗ ପାସଓ୍ବାନଙ୍କ ନେତୃତ୍ବରେ ସଂସଦୀୟ ଟିମ, କେନ୍ଦ୍ରରେ ରିଅଲ ହିରୋ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଶ୍ରୀନଗର: ସାଂସଦର ତଥା ଲୋକ ଜନ ଶକ୍ତି ଦଳର ନେତା ଚିରାଗ ପାସୱାନ ଏବଂ ତାଙ୍କର ଦୁଇ ସହକର୍ମୀ ରବିବାର ଦିନ ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗର ଗସ୍ତ କରିଛନ୍ତି । ତେବେ ସେଠାରେ ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ରିଅଲ ହିରୋ ପୁରସ୍କାର 2021 ରେ ଯୋଗ ଦେଇଛନ୍ତି ଏହି ପ୍ରତିନିଧି ଦଳ ।

ଗତକାଲି ଉପତ୍ୟକାକୁ ଯାଇ ବିଭିନ୍ନ କ୍ଷେତ୍ରର ପ୍ରତିନିଧିତ୍ବ କରୁଥିବା ପ୍ରାୟ 25 ଟି ପ୍ରତିନିଧୀଙ୍କୁ ଭେଟିଥିଲେ ପାସୱାନଙ୍କ ନେତତ୍ବରେ ଯାଇଥିବା ଏହି ଦଳ । ଧାରା 370 ଏବଂ 35 ଏ ପ୍ରତ୍ୟାହାର ନିଷ୍ପତ୍ତି ଅଗଷ୍ଟ 5, 2019 ରେ କେନ୍ଦ୍ର ସରକାର ନେଇଥିଲେ । ଏହି ନିଷ୍ପତ୍ତି ପରେ କିଛି ପ୍ରତିନିଧୀ ଉପତ୍ୟକାରେ ହୋଇଥିବା ପରିବର୍ତ୍ତନକୁ ସ୍ବାଗତ କରିଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ବିରୋଧ କରିଥିଲେ । ତେବେ ଏହି ପ୍ରତିନିଧି ଦଳ ସେଠାରେ ସ୍ଥିତି ପରିଖିଛି । ସ୍ଥାନୀୟ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ ଉପତ୍ୟାକାର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମରେ ତାଙ୍କ ସହ ଅନ୍ୟ ଦୁଇ ସାଂସଦ ମଧ୍ୟ ରହିଛନ୍ତି ।

ଏହି ଗସ୍ତ ଅବସରରେ ଚିରାଗ ତାଙ୍କ ପିଲାଦିନ ଗସ୍ତ ମଧ୍ୟ ମନେ ପକାଇଥିବା ଦେଖାଯାଇଛି । ସେ ପିଲାଦିନେ ଦେଖିଥିବା କାଶ୍ମୀରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ପାଇଥିବା କହିଛନ୍ତି ଚିରାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2021, 6:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.