ETV Bharat / bharat

ତେଲେଙ୍ଗାନାରେ ପହଞ୍ଚିଲା ଓଡିଶାରୁ ଆସିଥିବା 5 ଅକ୍ସିଜେନ ଟ୍ୟାଙ୍କର

author img

By

Published : Apr 26, 2021, 8:52 PM IST

ତେଲେଙ୍ଗାନାରେ ପହଞ୍ଚିଛି ଓଡିଶାରୁ ଆସିଥିବା 5 ଅକ୍ସିଜେନ ଟ୍ୟାଙ୍କର । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ପହଞ୍ଚିଲା ଓଡିଶାରୁ ଆସିଥିବା 5 ଅକ୍ସିଜେନ ଟ୍ୟାଙ୍କର
ତେଲେଙ୍ଗାନାରେ ପହଞ୍ଚିଲା ଓଡିଶାରୁ ଆସିଥିବା 5 ଅକ୍ସିଜେନ ଟ୍ୟାଙ୍କର

ହାଇଦ୍ରାବାଦ: ଓଡିଶାରୁ ଅନ୍ୟ ରାଜ୍ୟକୁ କ୍ରମାଗତ ଜାରି ରହିଛି ଅକ୍ସିଜେନ ଯୋଗାଣ । ଏହି କ୍ରମରେ ତେଲେଙ୍ଗାନାରେ ପହଞ୍ଚିଛି 5 ଅକ୍ସିଜେନ ଟ୍ୟାଙ୍କର ।

ଅନୁଗୋଳ, ରାଉରକେଲା ପ୍ଲାଣ୍ଟରୁ ଆସିଥିବା ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନାର ଖାମ୍ମମ ଜିଲ୍ଲାରେ ପହଞ୍ଚିଛି । ଅନ୍ୟପକ୍ଷେ ଆଉ 4 ଅକ୍ସିଜେନ ଟ୍ୟାଙ୍କର ସଡକ ପଥରେ ହାଇଦ୍ରାବାଦ, କରିମନଗର ଓ ଚେର୍ଲ୍ଲାପଲ୍ଲୀ ଯାଉଥିବା ଜଣାପଡିଛି ।

ଏହି ଯୋଗାଣ ଦାୟିତ୍ବରେ ଥିବା ଅଧିକାରୀ ଅତିରିକ୍ତ ଡିଜି ୱାଇ କେ ଜେଠଓ୍ବାଙ୍କ କହିବାନୁଯାୟୀ ସର୍ବମୋଟ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ବିଭିନ୍ନ ପଡୋଶୀ ରାଜ୍ୟମାନଙ୍କୁ ଯୋଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.