ETV Bharat / bharat

ଆସାମ ମେଘାଳୟ ସୀମାବର୍ତ୍ତୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଶତାଧିକ ଘର

ଆସାମ ମେଘାଳୟ ସୀମାବର୍ତ୍ତୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଶତାଧିକ ଘର ଓ ଦୋକାନ । କ୍ଷୟକ୍ଷତି ନେଇ ମିଳିନି ସୂଚନା । ଜାରି ରହିଛି ନିଆଁ ଲିଭା କାର୍ଯ୍ୟ । ଅଧିକ ପଢନ୍ତୁ

ଆସାମ-ମେଘାଳୟ ସୀମାବର୍ତ୍ତୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଶତାଧିକ ଘର

author img

By

Published : Nov 23, 2022, 7:37 PM IST

ଗୌହାଟୀ: ଆସାମ-ମେଘାଳୟର ଏକ ସୀମାବର୍ତ୍ତୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୁଇ ରାଜ୍ୟର ସୀମାରେ ଥିବା ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ବୋକାଜନ ଅନ୍ତର୍ଗତ ଲୋହାରିଜାନ ଏରିଆରେ ଥିବା ଏକ ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଛି (Lahorijaan area near Bokajan)। ଏଥିରେ ଶତାଧିକ ଘର ଓ ଦୋକାନ ଜଳି ପାଉଁଶ ହୋଇଯାଇଛି । ନିଆଁଲିଭାଇବା କାର୍ଯ୍ୟରେ ଏକାଧିକ ଫାଏର ଟିମ ନିୟୋଜିତ ହୋଇଛନ୍ତି ।

  • Assam | Large number of houses and shops gutted in a massive fire that broke out in the Lahorijaan area near Bokajan in Assam's Karbi Anglong district along the Assam-Nagaland border. pic.twitter.com/LmaJqt8c7H

    — ANI (@ANI) November 23, 2022 " class="align-text-top noRightClick twitterSection" data=" ">

ନିଆଁରେ ଗ୍ରାମର ଶତାଧିକ ଘର ଓ ଦୋକାନ ଜଳି ପାଉଁଶ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ । ସେହିପରି କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.