ETV Bharat / bharat

ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲା ବାପା - ଯୌତୁକ ହତ୍ୟା ମାମଲା

ଯୌତୁକ ପାଇଁ ବୋହୂକୁ ହତ୍ୟା ପରେ ପୋଡିଦେଲେ ଶାଶୁଘର ଲୋକେ । ମୃତ ମହିଳାଙ୍କ ବାପା ଅଧା ପୋଡି ଯାଇଥିବା ଗୋଟିଏ ଗୋଡ ଧରି ଥାନାରେ ଦ୍ବାରସ୍ଥ । ଅଧିକ ପଢନ୍ତୁ

ଯୌତୁକ ପାଇଁ ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲେ ବାପା

author img

By

Published : Jun 9, 2022, 7:08 PM IST

ପାଟନା: ପୁଣି ଯୌତୁକ ଜୁଇରେ ଜଳିଗଲା ନବବଧୂ । ମୃତ୍ୟୁ ପରେ ବାପଘର ଲୋକଙ୍କୁ ନ ଜଣାଇ ଶାଶୁଘର ଲୋକେ ଅନ୍ତିମ ସଂସ୍କାର ଘଟିଛି ବିହାରର ଭୋଜପୁରରେ ।

ଯୌତୁକ ପାଇଁ ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲେ ବାପା

ସୂଚନା ଅନୁଯାୟୀ, ମମତା ଦେବୀ ନାମକ ଜଣେ ମହିଳା ସ୍ଥାନୀୟ ଅଞ୍ଚଳର ବିବାହ କରିଥିଲେ । ଏକ ବର୍ଷ ପୂର୍ବେ ବିବାହ ହୋଇ ଥିବାବେଳେ ତାଙ୍କୁ ସର୍ବଦା ଯୌତୁକ ପାଇଁ ନିର୍ଯାତନା ଦିଆ ଯାଉଥିବା ବାପଘରେ କହି ଆସୁଥିଲେ । ଶେଷରେ ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ବାପଘର ଲୋକେ ଆସିବା ପୂର୍ବରୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ମହିଳାଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ପ୍ରଥମେ ବାଲିରେ ପୋତି ଦେଇଥିଲେ, କିନ୍ତୁ ଏହାପରେ ବାଲିରୁ ବାହାର କରି ପୋଡିଥିଲେ ।

ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ମହିଳାଙ୍କ ବାପା ଏବଂ ମାଆ ଶ୍ମଶାନ ଘାଟରେ ପହଞ୍ଚି ଥିଲେ ଏବଂ ଅଧା ପୋଡିଥିବା ଗୋଟିଏ ଗୋଡକୁ ନେଇ ଥାନାରେ ପହଞ୍ଚିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.