ETV Bharat / bharat

Boat Capsizing in Jharkhand: ଡ୍ୟାମରେ ବୁଡିଲା ଡଙ୍ଗା, ୮ ନିଖୋଜ

author img

By

Published : Jul 17, 2022, 2:27 PM IST

ଝାଡଖଣ୍ଡ ଗିରିଡିହରେ ବଡ ଅଘଟଣ । ଡ୍ୟାମରେ ଡଙ୍ଗା ଓଲଟି ଯିବାରୁ ୮ ଜଣ ନିଖୋଜ । ଅଧିକ ପଢନ୍ତୁ

ଝାଡଖଣ୍ଡ ଗିରିଡିହରେ ଅଘଟଣ, ଡଙ୍ଗା ବୁଡ଼ି ୮ ନିଖୋଜ

ରାଞ୍ଚି: ଆଜି ଝାଡଖଣ୍ଡ ଗିରିଡିହ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟିଛି । ଏଠାରେ ଏକ ଡ୍ୟାମରେ ଡଙ୍ଗା ଓଲଟି ପଡିବାରୁ ୮ ଜଣ ନିଖୋଜ ଅଛନ୍ତି(Boat Capsizing in Jharkhand) । ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରୀ ରହିଛି ।

ଯାହା ସୂଚନା ମିଳିଛି, ଗିରିଡିହ ଜିଲ୍ଲା ଧନୱାର ଥାନା ଅଞ୍ଚଳରେ ସ୍ଥିତ ପଞ୍ଚଖେରୋ ଡ୍ୟାମରେ ଏହି ଡଙ୍ଗାଟି ଓଲଟି ପଡିଛି । ଏଥିରେ ମୋଟ ୧୦ ଜଣ ଲୋକ ଯାତ୍ରା କରୁଥିଲେ । ଦୁଇ ଜଣ ଲୋକେ କୌଣସିମତେ ଡ୍ୟାମରୁ ବାହାରକୁ ବାହାରିବାରେ ସକ୍ଷମ ହୋଇଥିଲେ । ହେଲେ ବାକି ୮ ଜଣ ପାଣିରେ ବୁଡି ଯାଇ ନିଖୋଜ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.