ETV Bharat / bharat

ଜବଲପୁର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, 10 ଜଣଙ୍କ ମୃତ୍ୟୁ - ଜବଲପୁରରେ ଅଗ୍ନିକାଣ୍ଡ

ମଧ୍ୟ ପ୍ରଦେଶର ଜବଲପୁର ହସ୍ପିଟାଲ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 10 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଜବଲପୁର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ICUରେ ଚିକିତ୍ସିତ 4 ଜଣଙ୍କ ମୃତ୍ୟୁ

author img

By

Published : Aug 1, 2022, 5:05 PM IST

ଭୋପାଳ: ମଧ୍ୟ ପ୍ରଦେଶର ଜବଲପୁର ହସ୍ପିଟାଲ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ICUରେ ଚିକିତ୍ସିତ ହେଉଥିବା 4 ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେବେ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଜବଲପୁର ସିଏସ୍‌ପି ସୂଚନା ଦେଇଛନ୍ତି ।

ହସ୍ପିଟାଲ୍‌ରେ ଏବେ ବି ଅନେକ ରୋଗୀ ଓ କର୍ମଚାରୀ ଫସି ରହିଛନ୍ତି । ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଲୋକେ ଆହତ ମଧ୍ୟ ହୋଇଛନ୍ତି । ସେପଟେ ମୃତକଙ୍କ ପରିବାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେହିଭଳି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • दु:ख की इस घड़ी में शोकाकुल परिवार स्वयं को अकेला न समझें,मैं और संपूर्ण मध्यप्रदेश परिवार के साथ है।

    राज्य सरकार की ओर से मृतकों के परिजनों को 5-5 लाख रुपये और गंभीर रूप से घायलों को 50-50 हजार रुपये की सहायता प्रदान की जायेगी।घायलों के संपूर्ण इलाज का व्यय भी सरकार वहन करेगी।

    — Shivraj Singh Chouhan (@ChouhanShivraj) August 1, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.