ETV Bharat / bharat

Road Accident In UP: ପିଟି ହେଲା ଇକୋ କାର, ଚାଲିଗଲା 5 ଜୀବନ

author img

By

Published : Feb 5, 2022, 8:43 AM IST

ଏକ ଇକୋ କାର ଦୁର୍ଘଟଣା ଗସ୍ତ ହେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି । ରାମପୁର ଟାଣ୍ଡା ଅଞ୍ଚଳରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଅଧିକ ପଢନ୍ତୁ

Road Accident in UP:  ଇକୋ କାର ଦୁର୍ଘଟଣା ଗସ୍ତ ହେବାରୁ ୫ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଇକୋ କାର ଦୁର୍ଘଟଣା ଗସ୍ତ ହେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି । ରାମପୁର ଟାଣ୍ଡା ଅଞ୍ଚଳରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ରାଜେଶ କୁମାର ।

ସୂଚନା ଅନୁଯାୟୀ, ଏକ କାରରେ ୬ଜଣ ଯାତ୍ରା କରୁଥିବା ରାମପୁରରେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଛି । ତେବେ କାରଟି ଅନ୍ୟ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଥିଲା । ତେବେ କେଉଁ ଗାଡି ସହ ଧକ୍କା ହୋଇଥିଲା ସେନେଇ ସୂଚନା ମିଳିପାରିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.