ETV Bharat / bharat

Parliament Winter Session: ରାଜ୍ୟସଭାରେ ଉପସ୍ଥାପନ ହେବ ସେରୋଗେସି ବିଲ

author img

By

Published : Dec 6, 2021, 12:29 PM IST

ଆଜି ରାଜ୍ୟସଭା ଗୃହରେ ସହାୟକ ପ୍ରଜନନ ଟେକନିକ (Assisted Reproductive Technology Bill) ବିଲ୍ ୨୦୨୦ ଓ ସରୋଗେସି ବିଲ (Surrogacy Bill) ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ । ଅଧିକ ପଢନ୍ତୁ

ଆଜି ରାଜ୍ୟସଭାରେ ଉପସ୍ଥାପନ ହେବ ସରୋଗେସି ବିଲ
ଆଜି ରାଜ୍ୟସଭାରେ ଉପସ୍ଥାପନ ହେବ ସରୋଗେସି ବିଲ

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର ଅଷ୍ଟମ ଦିନ (Parliament Winter Session day 8) । ଆଜି ରାଜ୍ୟସଭା ଗୃହରେ ସହାୟକ ପ୍ରଜନନ ଟେକନିକ (Assisted Reproductive Technology Bill) ବିଲ୍ ୨୦୨୦ ଓ ସରୋଗେସି ବିଲ (Surrogacy Bill) ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ।

ସରୋଗେସି ବିଲ୍ ଜାତୀୟ ସରୋଗେସି ବୋର୍ଡ, ରାଜ୍ୟ ସରୋଗେସି ବୋର୍ଡ ଗଠନ କରିବାକୁ ଲକ୍ଷ୍ୟ ରଖିଛି । ସରୋଗେସିର ଅଭ୍ୟାସ ତଥା ପ୍ରକ୍ରିୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିଯୁକ୍ତିକୁ ଲୋକସଭାର ପାସ୍ କରି ରାଜ୍ୟ ସଭାର ଚୟନ କମିଟି ଦ୍ବାରା ରିପୋର୍ଟ କରାଯାଇଛି ।

ସହାୟକ ପ୍ରଜନନ ଟେକନିକ ବିଲ୍ କ୍ଲିନିକ୍ ଏବଂ ସହାୟକ ପ୍ରଜନନ ଟେକନିକର ନିୟାମକ ତଥା ତଦାରଖ ପାଇଁ ହାୟକ ପ୍ରଜନନ ଟେକନିକ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସହାୟକ ପ୍ରଜନନ ଟେକନିକ ସେବାର ଅପବ୍ୟବହାର ରୋକିବା ଏବଂ ଏଥିରେ ଜଡିତ ଘଟଣା ଓ ବିଷୟଗୁଡ଼ିକ ପାଇଁ ପଦକ୍ଷେପ ନିଆଯିବ। ପୂର୍ବରୁ ଶୀତ ଅଧିବେଶନର ଦ୍ବିତୀୟ ଦିନରେ ଲୋକସଭା ଏହି ବିଲ ଉପସ୍ଥାପନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି, ସଂସଦ ଶୀତ ଅଧିବେଶନ ପ୍ରଥମ ଦିନରେ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) ପାରିତ ହୋଇଥିଲା । ଆସନ୍ତା ଡିସେମ୍ବର ୨୩ ତାରଖ ଯାଏଁ ଚାଲିବ ସଂସଦ ଶୀତ ଅଧିବେଶନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.