ETV Bharat / bharat

କେନ୍ଦ୍ର ସହ ସଂଘର୍ଷ ମଝିରେ ମମତାଙ୍କ ବଡ ଗୋଟିଚାଳନା, ବନ୍ଦୋପାଧ୍ୟାୟଙ୍କୁ କଲେ ନିଜ ମୁଖ୍ୟ ପରାମର୍ଶଦାତା - ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତ ନ ରହିବାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ସଂଘର୍ଷ । ଏହାରି ମଧ୍ୟରେ ବଡ ଗୋଟି ଚାଳନା କରିଛନ୍ତି ମମତା । ଅଧିକ ପଢନ୍ତୁ...

କେନ୍ଦ୍ର ସହ ସଂଘର୍ଷ ମଝିରେ ମମତାଙ୍କ ବଡ ଗୋଟିଚାଳନା, ବନ୍ଦୋପାଧ୍ୟାୟଙ୍କୁ କଲେ ନିଜ ମୁଖ୍ୟ ପରାମର୍ଶଦାତା

author img

By

Published : May 31, 2021, 7:33 PM IST

କୋଲକାତା: ବାତ୍ୟା ୟସ ପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତ ନ ରହିବାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ସଂଘର୍ଷ । ଏହାରି ମଧ୍ୟରେ ବଡ ଗୋଟି ଚାଳନା କରିଛନ୍ତି ମମତା ।

ଆଲପନ ବନ୍ଦୋପାଧ୍ୟାୟଙ୍କୁ ନିଜ ମୁଖ୍ୟ ପରାମର୍ଶଦାତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ଆଲପନ ବନ୍ଦୋପାଧ୍ୟାୟ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ ସମ୍ଭାଳିବେ । ଅନ୍ୟପକ୍ଷେ ହରେକୃଷ୍ଣ ଦିୱେଦୀଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବ ପଦଭାର ହସ୍ତାନ୍ତର କରାଯାଇଛି ।

ସୋମବାର ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କୁ 3 ମାସର ଏକ୍ସଟେନସନ ଦେବାର ଅନୁମତି ପାଇଁ ମେ 10ରେ ଚିଠି ଲେଖିଥିଲେ । କୋରୋନାର ସ୍ଥିତିକୁ ଦେଖି ଆଲପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ 3 ମାସ ବୃଦ୍ଧି ପାଇଁ ଅପିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.