ETV Bharat / bharat

Drug Seized: ଆରବ ସାଗରରୁ ଜବତ ହେଲା 2 ହଜାର କୋଟିର ଡ୍ରଗ୍ସ - ବଡ ଧରଣର ଡ୍ରଗ୍ସ କାରବାରର ପର୍ଦ୍ଦାଫାସ

ଗୁଜୁରାଟ ଉପକୂଳ ଆରବ ମହାସାଗର ଦେଇ ଭାରତକୁ ଯୋଗାଣ ବେଳେ ଏନସିବି ଓ ନୌସେନାର ମିଳିତ ଅପରେସନରେ ମିଳିଲା ସଫଳତା । ଅଧିକ ପଢନ୍ତୁ

Drug Seized
Drug Seized
author img

By

Published : Feb 12, 2022, 8:25 PM IST

ଅହମଦାବାଦ: ବଡ ଧରଣର ଡ୍ରଗ୍ସ ସ୍ମଗଲିଂର ପର୍ଦ୍ଦାଫାସ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଗୁଜୁରାଟ ଉପକୂଳ ଆରବ ମହାସାଗର ଦେଇ ଭାରତକୁ ଯୋଗାଣ ବେଳେ ଏନସିବି ଓ ନୌସେନାର ମିଳିତ ଅପରେସନରେ ମିଳିଲା ସଫଳତା ।

  • In a multi-agency operation at sea, the Narcotics Control Bureau (NCB), with the support of the Indian navy, successfully seized 800 kgs of narcotics substances. Catch estimated worth Rs 2000 Cr: Spokesperson of the Indian Navy pic.twitter.com/x0ncfvzUvN

    — ANI (@ANI) February 12, 2022 " class="align-text-top noRightClick twitterSection" data=" ">

ଜବତ ଡ୍ରଗ୍ସ 8 କ୍ବୁଇଣ୍ଟାଲ ହୋଇଥିବା ବେଳେ ଏହାର ମୁଲ୍ୟ 2 ହଜାର କୋଟି ହୋଇଥିବା ଏନସିବି ସୂଚନା ଦେଇଛି। ତେବେ ଏହି ବଡ ଧରଣର ଡ୍ରଗ୍ସ ବିରୋଧୀ ଅପରେସନକୁ ଏନସିବି ଗୋପନୀୟତାର ସହ କରିଛି । ଏହାକୁ ନେଇ ଏନସିବି ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.