ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ଦ୍ବାର ଖୋଲିବା ନେଇ ହୋଇଥିବା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ତାଜମହଲର 22ଟି ବନ୍ଦ ଦ୍ୱାର ଖୋଲିବା ନେଇ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ।
-
Lucknow bench of Allahabad High Court rejects petition seeking to open 22 closed doors in Taj Mahal. pic.twitter.com/rEe3U65xwy
— ANI (@ANI) May 12, 2022 " class="align-text-top noRightClick twitterSection" data="
">Lucknow bench of Allahabad High Court rejects petition seeking to open 22 closed doors in Taj Mahal. pic.twitter.com/rEe3U65xwy
— ANI (@ANI) May 12, 2022Lucknow bench of Allahabad High Court rejects petition seeking to open 22 closed doors in Taj Mahal. pic.twitter.com/rEe3U65xwy
— ANI (@ANI) May 12, 2022
ତାଜମହଲରେ ବର୍ଷ ବର୍ଷ ଧରି ବନ୍ଦ ପଡିରହିଥିବା ରହସ୍ୟମୟ 22ଟି କୋଠରୀ ଖୋଲିବାକୁ ଆବେଦନ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ