ETV Bharat / bharat

ଉତ୍ତରାଖଣ୍ଡରେ କୃଷକ ମହାପଞ୍ଚାୟତ, ଯୋଗଦେଲେ ବିକେୟୁ ସଭାପତି ନରେଶ ଟିକାୟତ

author img

By

Published : Mar 14, 2021, 9:15 PM IST

ଉତ୍ତରାଖଣ୍ଡର ଡୋଇୱାଲା ବିଧାନସଭାରେ କୃଷକ ମହାପଞ୍ଚାୟତର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ କୃଷକ ମହାପଞ୍ଚାୟତ , ଯୋଗଦେଲେ ବିକେୟୁ ସଭାପତି ନରେଶ ଟିକାୟତ

ଡେରାଡୁନ: ଡୋଇୱାଲା ବିଧାନସଭାରେ କୃଷକ ମହାପଞ୍ଚାୟତର ଆୟୋଜନ କରାଯାଇଛି। ଭାରତୀୟ କିସାନ ୟୁନିଅନର ରାଷ୍ଟ୍ରୀୟ ସଭାପତି ନରେଶ ଟିକାୟତ ଏବଂ କୃଷକ ନେତା ଅଭିମନ୍ୟୁ କୋହର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ରବିବାର ଏହି କିସାନ ମହାପଞ୍ଚାୟତ ୟୁନାଇଟେଡ କିସାନ ମୋର୍ଚ୍ଚା ଦ୍ବାରା ଆୟୋଜିତ ହେଉଛି।

ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ନେତା ହରେନ୍ଦ୍ର ବାଲାନ୍ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ପାଇଁ କିଶାନ ମହାପଞ୍ଚୟତ ସାରା ଦେଶରେ ଚାଷୀଙ୍କ ଦ୍ବାରା ଆୟୋଜିତ ହେଉଛି। ଡୋଇୱାଲାରେ କେନ୍ଦ୍ର ଦ୍ବାରା ଲଗାଯାଇଥିବା ତିନୋଟି ନିୟମ ବିରୁଦ୍ଧରେ ଶହ ଶହ କୃଷକ ଏହି ମହାପଞ୍ଚାୟତେ ଯୋଗ ଦେଇଛନ୍ତି । କେନ୍ଦ୍ର ଆଣିଥିବା କୃଷି ଆଇନରେ 3 ଟି କଳା ନିୟମକୁ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଚାଷୀଙ୍କର ଆନ୍ଦୋଳନ ଶେଷ ହେବ ନାହିଁ ବୋଲି କୃଷକ ନେତା ମାନେ ଚେତାବନୀ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.