ETV Bharat / bharat

କେରଳରେ ଗତ 24 ଘଣ୍ଟା ମଧ୍ୟରେ 36,636 ନୂଆ ମାମଲା, 48 ମୃତ

author img

By

Published : May 1, 2021, 10:59 PM IST

କେରଳରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 36 ହଜାର 6 ଶହ 36 ନୂଆ ମାମଲା ପଞ୍ଜୀକୃତ । ଅଧିକ ପଢନ୍ତୁ....

କେରଳରେ ଗତ 24 ଘଣ୍ଟା ମଧ୍ୟରେ 36,636 ନୂଆ ମାମଲା, 48 ମୃତ
କେରଳରେ ଗତ 24 ଘଣ୍ଟା ମଧ୍ୟରେ 36,636 ନୂଆ ମାମଲା, 48 ମୃତ

ଥିରୁଅନନ୍ତପୁରମ: କେରଳରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 36 ହଜାର 6 ଶହ 36 ନୂଆ ମାମଲା ପଞ୍ଜୀକୃତ ହୋଇଛି । ଏବଂ ଗତ 14 ଘଣ୍ଟା ମଧ୍ୟରେ 48 ଜଣଙ୍କ ମୃତ ଘଟିଥିବା ସୂଚନା ରହିଛି । ସେହିପରି ରାଜ୍ୟରେ 15 ହଜାର 4 ଶହ 93 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୂଚନା ଦେଇଛନ୍ତି ।

ଆଜିର ସଂଖ୍ୟାକୁ ମିଶାଇ କେରଳରେ ମୋଟ ମୃତ୍ୟୁ ସଂଖ୍ୟା 5 ହଜାର 3 ଶହ 56କୁ ବୃଦ୍ଧି ପାଇଛି । ରାଜ୍ୟରେ କ୍ରମାଗତ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ନିୟନ୍ତ୍ରଣକୁ ଆସିବାର ନାଁ ନେଉନାହିଁ । ତେବେ କେନ୍ଦ୍ର ନିକଟରେ ବାରମ୍ବାର ପର୍ଯ୍ୟାପ୍ତ ଟିକା ଯୋଗାଇବା ପାଇଁ ଦାବି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.