ETV Bharat / bharat

ନୂଆଦିଲ୍ଲୀରେ BRSର ଜାତୀୟ କାର୍ଯ୍ୟାଳୟ ଉଦଘାଟିତ

author img

By

Published : Dec 14, 2022, 10:42 PM IST

Updated : Dec 15, 2022, 2:48 PM IST

ନୂଆଦିଲ୍ଲୀରେ BRSର ଜାତୀୟ କାର୍ଯ୍ୟାଳୟ ଉଦଘାଟିତ । ରାଜଧାନୀ ଦିଲ୍ଲୀରେ କେସିଆରଙ୍କ ନୂଆ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତି କାର୍ଯ୍ୟାଳୟର ଉଦଘାଟନ ହୋଇଛି । ଅଧିକ ପଢ଼ନ୍ତୁ

KCR inaugurated BRS national office in Delhi
ନୂଆଦିଲ୍ଲୀରେ BRSର ଜାତୀୟ ଦଳ ଉଦଘାଟିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କେସିଆରଙ୍କ ନୂଆ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତିର କାର୍ଯ୍ୟାଳୟର ଉଦଘାଟନ ହୋଇଛି । ଦଳର ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହି ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଦିଲ୍ଲୀର ସର୍ଦ୍ଦାର ପଟେଲ ରୋଡ୍‌ରେ ଏହି ଜାତୀୟ କାର୍ଯ୍ୟାଳୟର ଉଦଘାଟନ ହୋଇଛି ।

ରାଜଶ୍ୟାମଳା ଓ ନାଭଚଣ୍ଡୀ ୟାଗାସ୍‌ ଏହି ଅବସରରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ କେସିଆରଙ୍କ ପତ୍ନୀ ଶୋଭା, ଝିଅ କବିତାଙ୍କ ସହ ବହୁ ବିଧାୟକ ଓ ଅନ୍ୟ ଦଳୀୟ ନେତା ଉପସ୍ଥିତ ରହିଥିଲେ । ଏହାଛଡ଼ା ସମାଜାବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ଜେଡିଏସ୍‌ ମୁଖ୍ୟ କୁମାରସ୍ବାମୀ ଏହି ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ । ଏହି ଅବସରରେ ଦଳୀୟ ପତାକା ଉନ୍ମୋଚନ କରିଥିଲେ କେସିଆର୍‌ ।

ସେପଟେ କେସିଆରଙ୍କ ପୁଅ କେଟିଆର ମଧ୍ୟ ଏହି ଉଦଘାଟନୀ ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଗୁରୁତ୍ବପୂର୍ଣ୍ଣ ବୈଠକ ଯୋଗୁଁ ସେ ନୂଆଦିଲ୍ଲୀରେ ଉଦଘାଟନ ଉତ୍ସବରେ ଯୋଗ ଦେଇ ପାରିନାହାନ୍ତି ।

Last Updated : Dec 15, 2022, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.