ବେଙ୍ଗାଲୁରୁ: କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା । ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦେବେ ଇସ୍ତଫା ।
ଇଟିଭି ଭାରତକୁ ମିଳିଥିବା ସୂଚନା ଅନୁସାରେ, କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା । ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦେବେ ଇସ୍ତଫା ମୁଖ୍ୟମନ୍ତ୍ରୀ । ପରେ ଏକ ପ୍ରେସମିଟକୁ ସମ୍ବୋଧିତ କରି ବଖାଣିବେ ସରକାରଙ୍କ ୨ ବର୍ଷର ସଫଳତା ।
ପରେ ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।