ETV Bharat / bharat

ବନ୍ଦ ହେବ କୁମ୍ଭମେଳା, ରାଜି ହେଲା ଜୁନା ଆଖଡା - ମହାକୁମ୍ଭ 2021

କୋଭିଡ ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୁମ୍ଭମେଳା ସମାପ୍ତ ପାଇଁ ହଁ ଭରିଛି ଜୁନା ଆଖଡା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଏ ନେଇ ଘୋଷଣା କରିଛି ଜୁନା ଆଖଡା । ଅଧିକ ପଢନ୍ତୁ ..

ବନ୍ଦ ହେବ କୁମ୍ଭମେଳା , ରାଜି ହେଲା ଜୁନା ଆଖଡା

author img

By

Published : Apr 17, 2021, 7:06 PM IST

ଡେରାଡୁନ: ନିରଞ୍ଜନୀ ଓ ଆନନ୍ଦ ଆଖଡା ପରେ ଜୁନା ଆଖଡା ମଧ୍ୟ କୁମ୍ଭମେଳା ସମାପନ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ସମସ୍ତ ସନ୍ୟାସୀ ଆଖଡା ଦ୍ବାରା କୁମ୍ଭମେଳାକୁ ପ୍ରତିକାତ୍ମକ ଭାବେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ବନ୍ଦ ହେବ କୁମ୍ଭମେଳା , ରାଜି ହେଲା ଜୁନା ଆଖଡା
ବନ୍ଦ ହେବ କୁମ୍ଭମେଳା , ରାଜି ହେଲା ଜୁନା ଆଖଡା

ଏହାକୁ ଦୃଷ୍ଟିରେ ରଖି ଜୁନା ଆଖଡା କୁମ୍ଭରୁ ଓହରିବାକୁ ନିଷ୍ପତ୍ତି ନେଇଛି । ଜୁନା ଆଖଡା ସହ ଅଗ୍ରି ଆହ୍ବାନ ଓ କିନ୍ନର ଆଖଡା ମଧ୍ୟ କୁମ୍ଭ ସମାପନ କରିବ । ସାଧୁସନ୍ଥ ଏବେ ହରିଦ୍ବାରରୁ ବାହାରିବା ଆରମ୍ଭ କରିବେ ।

ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଶକ୍ତିଶାଳୀ ଆଖଡ଼ା ଜୁନା ଆଖଡା । ଏହା ଦେଶର 13 ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ । ସନ୍ନ୍ୟାସୀ ଓ ନାଗା ସନ୍ଥମାନଙ୍କ ସବୁଠାରୁ ବଡ଼ ଆଖଡ଼ା ଶ୍ରୀ ପଞ୍ଚ ଦଶନାମ ଜୁନା ଆଖଡ଼ା ।

ହରିଦ୍ବାର ମହାକୁମ୍ଭ ଆରମ୍ଭ ହେବା ପରଠୁ ପ୍ରାୟ 70 ଜଣ ବରିଷ୍ଠ ସାଧୁ କୋଭିଡ ପଜେଟିଭ ଚିହ୍ନଟ ହେଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.