ନୂଆଦିଲ୍ଲୀ: 2021 ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । ଚଳିତ ବର୍ଷ 2 ଜଣ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର । 2 ସାମ୍ବାଦିକଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ସମ୍ମାନରେ କରାଯିବ ସମ୍ମାନିତ ।
-
BREAKING NEWS:
— The Nobel Prize (@NobelPrize) October 8, 2021 " class="align-text-top noRightClick twitterSection" data="
The Norwegian Nobel Committee has decided to award the 2021 Nobel Peace Prize to Maria Ressa and Dmitry Muratov for their efforts to safeguard freedom of expression, which is a precondition for democracy and lasting peace.#NobelPrize #NobelPeacePrize pic.twitter.com/KHeGG9YOTT
">BREAKING NEWS:
— The Nobel Prize (@NobelPrize) October 8, 2021
The Norwegian Nobel Committee has decided to award the 2021 Nobel Peace Prize to Maria Ressa and Dmitry Muratov for their efforts to safeguard freedom of expression, which is a precondition for democracy and lasting peace.#NobelPrize #NobelPeacePrize pic.twitter.com/KHeGG9YOTTBREAKING NEWS:
— The Nobel Prize (@NobelPrize) October 8, 2021
The Norwegian Nobel Committee has decided to award the 2021 Nobel Peace Prize to Maria Ressa and Dmitry Muratov for their efforts to safeguard freedom of expression, which is a precondition for democracy and lasting peace.#NobelPrize #NobelPeacePrize pic.twitter.com/KHeGG9YOTT
ମାରିଆ ରେସା ଓ ଦିମିତ୍ରୀ ମୁରାତୋଭଙ୍କୁ ଶାନ୍ତି କ୍ଷେତ୍ରରେ ମିଳିବ ନୋବେଲ । ବାକ ସ୍ବାଧୀନତା ପାଇଁ 2 ସାମ୍ବାଦିକ କାର୍ଯ୍ୟ କରିଥିବାରୁ ଉଭୟଙ୍କୁ ଏହି ସମ୍ମାନ ମିଳିବ । ନୋଭାଜା ଗେଜେଟ ସମ୍ବାଦପତ୍ରର ପ୍ରତିଷ୍ଠାତା ହେଉଛନ୍ତି ଦିମିତ୍ରୀ ମୁରାତୋଭ ।