ETV Bharat / bharat

ପ୍ରକାଶ ପାଇଲା JEE MAIN ସେସନ୍-୧ ରେଜଲ୍ଟ - ପ୍ରକାଶ ପାଇଲା ଜେଇ ମେନ ରେଜଲ୍ଟ

ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି(ସୋମବାର) ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପ୍ରକାଶ ପାଇଲା JEE MAIN ସେସନ୍-୧ ପରୀକ୍ଷା ଫଳ

author img

By

Published : Jul 11, 2022, 9:44 AM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି(ସୋମବାର) ପ୍ରକାଶ ପାଇଛି ।

  • The Joint Entrance Examination Main (JEE Main) Session 1 result has been declared.

    — ANI (@ANI) July 11, 2022 " class="align-text-top noRightClick twitterSection" data=" ">

NTAର ଅଫିସିଆଲ୍ ୱେବସାଇଟ jeemain.nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ ।ଏହି ରେଜଲ୍ଟ ଅନୁସାରେ BE/BTechରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବାକୁ ଥିବା ବେଳେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ ତାରିଖରେ ଶେଷ ହୋଇଛି ।

ସୂଚନାଅନୁସାରେ, ଦେଶରେ ସମୁଦାୟ ୫୦୧ଟି ଏବଂ ବିଦେଶରେ ୨୨ଟି ପରୀକ୍ଷା କେନ୍ଦ୍ର ଏବଂ ଓଡିଶାରେ ୨୪ଟି ସହରରେ ପରୀକ୍ଷା ହୋଇଥିଲା । ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁ ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.