ETV Bharat / bharat

ହ୍ବାଟସଆପରେ ଜିଓ କହିବ କେତେ ଅଛି ଭ୍ୟାକ୍ସିନ... - Jio starts providing vaccine availability info to users via WhatsApp

ଜିଓ ହ୍ବାଟସଆପ୍ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଟିକା ଉପଲବ୍ଧତା ସୂଚନା ପ୍ରଦାନ କରିବ । ଏ ନେଇ ସେବା ଆରମ୍ଭ କରିଛି ବୋଲି କମ୍ପାନୀ ସୂଚନା ଦେଇଛି ।

ହ୍ବାଟସଆପରେ ଜିଓ କହିବ ଭ୍ୟାକ୍ସିନ କେତେ ରହିଛି ...

author img

By

Published : Jun 11, 2021, 6:14 AM IST

ନୂଆଦିଲ୍ଲୀ: କୋଭିଡ-19 ଟୀକାକରଣ ଅଭିଯାନରେ ସାମିଲ ହେଲା ଘରୋଇ କ୍ଷେତ୍ରର ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ । ଏଣିକି ହ୍ବାଟସଆପ ଚାଟ୍ ଜରିଆରେ କୋଭିଡ-19 ଟିକାର ଉପଲବ୍ଧତା ସୂଚନା ଓ ଅନ୍ୟ ଗ୍ରାହକଙ୍କୁ ସେବା ପ୍ରଦାନ ଆରମ୍ଭ କରିଦେଇଛି ଜିଓ ।

ନୂଆ ସେବା ଲୋକମାନଙ୍କୁ ସେସନ ସତେଜ କରିବା ପାଇଁ ସାହାଯ୍ୟ କରିବ । ଏଥିପାଇଁ ୱାନ ଟାଇମ ପାସୱାର୍ଡ ଝିନଝଟ ବିନା ଟିକା ଉପଲବ୍ଧତାକୁ ଟ୍ରାକ କରିହେବ ।

ଜିଓ ୟଜର୍ସମାନେ ବର୍ତ୍ତମାନ ହ୍ବାଟସଆପ ଜରିଆରେ ଜିଓ ଚାଟ୍ବଟ୍ରେ ରିଚାର୍ଜ, ପେମେଣ୍ଟ କରିପାରିବେ । ଏପରିକି ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଅଭିଯୋଗ ଦାଖଲ କରିପାରିବେ । ଏହା ମଧ୍ୟ କୋଭିଡ -19 ଟିକା ଉପଲବ୍ଧତା ବିଷୟରେ ସୂଚନା ପ୍ରଦାନ କରୁଛି ।

ଏହି ସେବା 7000770007 ନମ୍ବରରେ କେବଳ ହାଇ ଟାଇପ କରି ହାସଲ କରାଯାଇପାରିବ ।

ଜିଓ ୟୁଜର୍ସ ଚାଟ୍ବଟ ରେ ମୋବାଇଲ ନମ୍ବର ପୋର୍ଟିବିଲିଟି ସେବା ଓ ଜିଓ ସିମ , ଜିଓ ଫାଇବର, ଜିଓମାର୍ଟ ଏବଂ ଇଣ୍ଟରନ୍ୟାସନାଲ ରୋମିଂ ପାଇଁ ସହଯୋଗ ହାସଲ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.