ETV Bharat / bharat

ରାଷ୍ଟ୍ରୀୟ ଲୋକଦଳର ନୂଆ ସଭାପତି ହେଲେ ଜୟନ୍ତ ଚୌଧୁରୀ

author img

By

Published : May 25, 2021, 2:15 PM IST

ରାଷ୍ଟ୍ରୀୟ ଲୋକଦଳର ନୂଆ ସଭାପତି ହୋଇଛନ୍ତି ଜୟନ୍ତ ଚୌଧୁରୀ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ଲୋକଦଳର ନୂଆ ସଭାପତି ହେଲେ ଜୟନ୍ତ ଚୌଧୁରୀ
ରାଷ୍ଟ୍ରୀୟ ଲୋକଦଳର ନୂଆ ସଭାପତି ହେଲେ ଜୟନ୍ତ ଚୌଧୁରୀ

ଲକ୍ଷ୍ନୌ: ରାଷ୍ଟ୍ରୀୟ ଲୋକଦଳର ନୂଆ ସଭାପତି ଭାବେ ଜୟନ୍ତ ଚୌଧୁରୀଙ୍କୁ ନିଯୁକ୍ତ କରାଯାଇଛି । ସଭାପତି ପଦବୀ ପାଇଁ ରାଷ୍ଟ୍ରୀୟ ମହାସଚିବର ତ୍ରଲୌକୀ ସିଂହ ଜୟନ୍ତଙ୍କ ନାମକୁ ସୁପାରିଶ କରିଥିଲେ । ତେବେ ଦଳର ନେତାମାନେ ତାଙ୍କୁ ସଭାପତି ପାଇଁ ସର୍ବସମ୍ମତି ଦେଇଛନ୍ତି ।

ଏନେଇ ମଙ୍ଗଳବାର ଦଳର ବୈଠକ ବସିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଉତ୍ତରାଧିକାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂଙ୍କ କୃଷକଙ୍କ ରାଜନୀତି ବର୍ତ୍ତମାନ ଜୟନ୍ତ ଚୌଧୁରୀଙ୍କ ହାତରେ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଜେଜେବାପା ଏବଂ ପିତାଙ୍କ ପରି ଜୟନ୍ତ ମଧ୍ୟ କୃଷକଙ୍କ ରାଜନୀତିକୁ ବୁଝିଥାନ୍ତି । ଚାଷୀମାନେ କୃଷି ଆନ୍ଦୋଳନ ଦ୍ବାରା ଆରମ୍ଭ କରିଥିବା ସଂଘର୍ଷ ଜାରି ରହିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.