ETV Bharat / bharat

Jahangirpuri Violence: ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା ରୁଜୁ - ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା

ଜାହାଙ୍ଗୀରପୁରୀ ହିଂସାକୁ ନେଇ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Jahangirpuri Violence:  ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା ରୁଜୁ

author img

By

Published : Apr 18, 2022, 6:27 PM IST

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସାକୁ ନେଇ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ବିନା ଅନୁମତିରେ ବିଶ୍ବ ହିନ୍ଦୁ ପରିଷଦର ଆୟୋଜକ ଓ ବଜରଙ୍ଗ ଦଳର ଦିଲ୍ଲୀ ପ୍ରାନ୍ତର ମୁଖ୍ୟଙ୍କ ନାଁରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । ତେବେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସେବା ପ୍ରମୁଖ ପ୍ରେମ ଶର୍ମାଙ୍କ ନାଁରେ ପୋଲିସ ଅଭିଯୋଗ କରିବା ସହ ଗିରଫ ମଧ୍ୟ କରିଛି ।

  • A case dated April 17 filed against organisers of Vishwa Hindu Parishad, Bajrang Dal Delhi Prant,for carrying out procession (on April 16 evening in PS Jahangirpuri area) without permission;accused Prem Sharma, Jila Sewa Pramukh-Vishwa Hindu Parishad arrested:DCP NW Usha Rangnani

    — ANI (@ANI) April 18, 2022 " class="align-text-top noRightClick twitterSection" data=" ">

ଆଜି(ସୋମବାର) ଏନେଇ ଡିସିପି ଉତ୍ତର-ପଶ୍ଚିମ ଉଷା ରଙ୍ଗନାନି ଏହି ସୂଚନା ଦେଇଛନ୍ତି । ତେବେ ଶୋଭାଯାତ୍ରା କରିବା ପାଇଁ ଏମାନେ ପୋଲିସ ଠାରୁ ଅନୁମତି ନେଇ ନଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.