ନୂଆଦିଲ୍ଲୀ: ସଫଳତାର ସହ ଉତକ୍ଷେପଣ ହୋଇଛି GSAT-24 । ଏହା ଆଜି(ଗୁରୁବାର) ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଦ୍ବାରା ନିର୍ମିତ ଉପଗ୍ରହକୁ ଫ୍ରାନ୍ସ କମ୍ପାନୀ ଏରିଆନସ୍ପେସ୍ ଦ୍ବାରା ଫ୍ରେଞ୍ଚ ଗୁଆନାର (ଦକ୍ଷିଣ ଆମେରିକା) କୋରୁରୁ ସଫଳତାର ସହ ଉତ୍କ୍ଷେପଣ ହୋଇଛି ।
-
We just received confirmation that the second passenger, GSAT-24 successfully separated! Thanks @NSIL_India for their trust!
— Arianespace (@Arianespace) June 22, 2022 " class="align-text-top noRightClick twitterSection" data="
We now are waiting for the signal acquisition of both satellites!#VA257@isro @ArianeGroup @Ariane5 @esa @CNES @EuropeSpacePort @BxMetro
">We just received confirmation that the second passenger, GSAT-24 successfully separated! Thanks @NSIL_India for their trust!
— Arianespace (@Arianespace) June 22, 2022
We now are waiting for the signal acquisition of both satellites!#VA257@isro @ArianeGroup @Ariane5 @esa @CNES @EuropeSpacePort @BxMetroWe just received confirmation that the second passenger, GSAT-24 successfully separated! Thanks @NSIL_India for their trust!
— Arianespace (@Arianespace) June 22, 2022
We now are waiting for the signal acquisition of both satellites!#VA257@isro @ArianeGroup @Ariane5 @esa @CNES @EuropeSpacePort @BxMetro
GSAT-24 ହେଉଛି ୪୧୮୦ କିଲୋଗ୍ରାମ ଓଜନର ଏକ ୨୪-KU ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା DTH ଆବଶ୍ୟକତାକୁ ପୂରଣ କରିବ । ଏହା ମହାକାଶରେ ୧୫ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିବ । ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ର (NSIL ) ଏହା ପ୍ରଥମ ଉପଗ୍ରହ ମିଶନ ଅଟେ ।