ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ହେଲା ଆଲୋଚନା । ପୂର୍ବରୁ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ମଧ୍ୟ କରିଥିଲେ ବୈଠକ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ

author img

By

Published : Jun 2, 2022, 10:48 PM IST

ନୂଆଦିଲ୍ଲୀ: ଭାରତ-ଇସ୍ରାଏଲ ରଣନୈତିକ ସମ୍ପର୍କର 30ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ସମାରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା ମଧ୍ୟ କରିଛନ୍ତି ।

  • Delhi | Israeli Defense Minister Benny Gantz today met PM Narendra Modi as part of his official visit, marking 30 years of diplomatic ties and defense cooperation between Israel and India. pic.twitter.com/Y4dVHYqdT4

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ଭାରତ-ଇସ୍ରାଏଲ ପରସ୍ପର ସହଯୋଗୀ ଭାବେ ଭଲ ବନ୍ଧୁତା ବଜାୟ ରଖିଆସିଛନ୍ତି । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ 3 ଦଶନ୍ଧି ପୂରଣ ହୋଇଛି । ସେହି ଅବସରରେ ଭାରତ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ।

  • Was pleased to meet Deputy PM & Defence Minister of Israel H.E. Benjamin Gantz @gantzbe. As we mark 30 years of full diplomatic relations between India and Israel, our defence cooperation is expanding and diversifying to include joint research, development and production. pic.twitter.com/psZzhbXCJc

    — Narendra Modi (@narendramodi) June 2, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.