ETV Bharat / bharat

କାଶ୍ମୀର ପୋଲିସକୁ ସଫଳତା; ISJK ଆତଙ୍କୀ ଗିରଫ

author img

By

Published : Apr 5, 2021, 10:48 AM IST

ରବିବାର ସୀମାରେ ସ୍ବତନ୍ତ୍ର ଅପରେସନ ଗ୍ରୁପ ଓ କାଶ୍ମୀର ପୋଲିସର ମିଳିତ ଅପରେସନରେ ଆଇଏସଜେକେର ଜଣେ ଆତଙ୍କବାଦୀ ଗରଫ । ଅଧିକ ପଢନ୍ତୁ...

ISJK ଆତଙ୍କୀ ଗିରଫ
ISJK ଆତଙ୍କୀ ଗିରଫ

ଶ୍ରୀନଗର: ସୀମାରେ ସଫଳ ହୋଇଛି ସ୍ବତନ୍ତ୍ର ଅପରେସନ ଗ୍ରୁପ ଓ କାଶ୍ମୀର ପୋଲିସର ମିଳିତ ଅପରେସନ । ଅପରେସନରେ ଇସଲାମିକ ଷ୍ଟେଟ ଜାମ୍ମୁ-କାଶ୍ନୀରର ଜଣେ ଆତଙ୍କବାଦୀ ଗିରଫ ହୋଇଛି ।

ସୂଚନାଅନୁସାରେ, ରବିବାର ସୀମାରେ ସ୍ବତନ୍ତ୍ର ଅପରେସନ ଗ୍ରୁପ ଓ କାଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଏକ ଅପରେସନ ଆରମ୍ଭ ହୋଇଥିଲା । ଅପରେସନରେ କୋଟଲି ଝାଜରା ଅଞ୍ଚଳରେ ଆଇଏସଜେକେର ଜଣେ ଆତଙ୍କବାଦୀକୁ ଗିରଫ କରିଛି କାଶ୍ମୀର ପୋଲିସ । ଏହା ସହିତ ଗରଫ ଆତଙ୍କବାଦୀଠାରୁ ଗୋଟିଏ ବନ୍ଧୁକ, ଆଠଟି ଗୁଳି ଓ 1 ଲକ୍ଷ 50 ହଜାର ନଗଦ ଟଙ୍କା ଜବତ କରିଛି ।

ରବିବାର ରାତି 7ଟାରେ ଏହି ଅପରେସନ ଆରମ୍ଭ ହୋଇଥିଲା । ଗିରଫ ଆତଙ୍କବାଦୀ ନାଁରେ ଏକ ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.