ETV Bharat / bharat

'ଆଇରନ ଲେଡିଙ୍କ କାର୍ଯ୍ୟ ନାରୀଶକ୍ତି ପାଇଁ ବଡ ଉଦାହରଣ' - ଆଇରନ ଲେଡି

ଆଜି ଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ୩୭ତମ ପୂଣ୍ୟତିଥି । ଏହି ଅବସରରେ କଂଗ୍ରେସ ସହିତ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Oct 31, 2021, 12:17 PM IST

ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ୩୭ତମ ପୂଣ୍ୟତିଥି । ଏହି ଅବସରରେ କଂଗ୍ରେସ ସହିତ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଇନ୍ଦିରା ଗାନ୍ଧୀ ନାରୀ ଶକ୍ତିର ଏକ ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

  • देश की सेवा करते हुए देश पर न्योछावर हो जाना ही देश के प्रति असली समर्पण है।

    प्रत्येक देशवासी का राष्ट्र के विकास में योगदान सुदृढ़ एवं उर्जावान राष्ट्र का निर्माण करता है।#IndiasIndira pic.twitter.com/UvNkVSgdrc

    — Congress (@INCIndia) October 31, 2021 " class="align-text-top noRightClick twitterSection" data=" ">

ଶକ୍ତି ସ୍ଥଳରେ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ରାହୁଲ । ମୋ ଜେଜେମା ତାଙ୍କ ଜୀବନର ଶେଷ ମୂହୂର୍ତ୍ତ ଯାଏଁ ନିର୍ଭୟର ସହିତ ଦେଶ ସେବା କରିଛନ୍ତି । ତାଙ୍କ ଜୀବନୀ ଆମ ପାଇଁ ପ୍ରେରଣା । ନାରୀ ଶକ୍ତିର ବଡ ଉଦାହରଣ ତାଙ୍କ କାର୍ଯ୍ୟ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ ।

  • मेरी दादी अंतिम घड़ी तक निडरता से देश सेवा में लगी रहीं- उनका जीवन हमारे लिए प्रेरणा स्त्रोत है।

    नारी शक्ति की बेहतरीन उदाहरण श्रीमती इंदिरा गांधी जी के बलिदान दिवस पर विनम्र श्रद्धांजलि। pic.twitter.com/IoElhOswji

    — Rahul Gandhi (@RahulGandhi) October 31, 2021 " class="align-text-top noRightClick twitterSection" data=" ">

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରତି ଥିବା ଅବଦାନକୁ ପ୍ରଶଂସା କରିଛି ଜାତୀୟ କଂଗ୍ରେସ। ଦେଶର ସେବା କରି ଦେଶପ୍ରତି ଜୀବନକୁ ଉତ୍ସର୍ଗ କରିଥିବା ଅସଲ ବ୍ୟକ୍ତିତ୍ବ ହେଲେ ଇନ୍ଦିରା ଗାନ୍ଧୀ । ଦେଶ ସେବାକୁ ବ୍ୟକ୍ତିଗତ କରିଥିଲେ । ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଆମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ପ୍ରକୃତ ଭାରତ ରତ୍ନ, ସ୍ମୃତି ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ତିରୋଧାନ ବାର୍ଷିକୀରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ ।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖ । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳିପଡିଥିଲେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଯାହା ପୁରା ଦେଶକୁ ସ୍ତବ୍ଧ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.