ETV Bharat / bharat

ଭାରତରେ ଆଫଗାନ ଅନୁପ୍ରବେଶକାରୀ, LOCରୁ ଗିରଫ କଲା ପୋଲିସ - ଭରତୀୟ ଜବାନ

ଭାରତୀୟ ଜବାନ ଭାରତ ଓ ପାକ୍ ସୀମାର ପୁଞ୍ଜ ଜିଲ୍ଲାର ମେନ୍ଧାର ସବ୍‌ଡିଭିଜନ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥବା ସମୟରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ଆଣିଛି । ତେବେ ସେ ଜଣେ ଆଫଗାନ ଯୁବକ ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତ...

ଭାରତରେ ଆଫଗାନୀୟ ଅନୁପ୍ରବେଶକାରୀ, ପାକ୍ ସୀମାରୁ ଉଠାଇଲା ପୋଲିସ

author img

By

Published : Aug 9, 2023, 8:33 PM IST

ଶ୍ରୀନଗର: ଜାମୁକାଶ୍ମୀର ଭାରତ ଓ ପାକ୍ ସୀମାରୁ ଗିରଫ ହୋଇଛନ୍ତି ଜଣେ ଆଫଗାନୀୟ ଯୁବକ । ସୋମବାର ଦିନ ଭାରତ ଓ ପାକ୍ ସୀମାରେଖା ଭିତରକୁ ଫ୍ରବେସ କରିଥିବା ଜଣେ ଅନୁପ୍ରବେଶକାରି ଗିରଫ୍ କରିଛି ଭାରତୀୟ ଜବାନ । ଭାରତୀୟ ଜବାନ ଭାରତ ଓ ପାକ୍ ସୀମାର ପୁଞ୍ଜ ଜିଲ୍ଲାର ମେନ୍ଧାର ସବ୍ ଡିଭିଜନ୍ ଅଞ୍ଚରେ ପେଟ୍ରୋଲିଂ କରୁଥବା ସମୟରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ଆଣିଛି। ତାଙ୍କ ନାଁ ଅବଦୁଲ ୱାହିଦ ସେ ପାକିସ୍ତାନ ଅଧିକୃତ କାଶ୍ମିର ରହୁଥିବା ସହ ଯୁବକ ଜଣକ ଭିର୍ନକ୍ଷମ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଜଣେ ନିହତ

ଜମ୍ମୁକାଶ୍ମୀର ପୋଲିସ କହାଛି ଗତ ସୋମବାର ଦିନ ପୁ଼ଞ୍ଜ ଜିଲ୍ଲାର ଦାବୀ ବାସୁନି ଗାଁରୁ ଜଣେ ୨୨ ବର୍ଷୀୟ ଅନୁପ୍ରବେସକାରୀ ଯୁବକକୁ ଗିରଫ୍ କରିଛନ୍ତି ଭାରତୀୟ ଜବାନ । କରିବା ସହ ଅଧିକ ଖୋଳତାଡ ଜାରି ରଖିଛି । ଯୁବକ ଜଣକ କାହିଁକି ଭାରତ ପାକ୍ ସୀମାରେଖା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିଛନ୍ତି ଓ ତାଙ୍କର କ'ଣ ମନ୍ଦ ଉଦ୍ଦେଶ୍ୟ ରହିଛି । ଏଭଳି ବିଭିନ୍ନ ଦିଗକୁ ନେଇ ଜମ୍ମୁକାଶ୍ମୀର ପୋଲିସ ଏବଂ ଭାରତୀୟ ଜବାନ ଏହାର ତଦନ୍ତ ତରୁଥିବା ସୂଚନା ମିଳିଛି । ଯୁବକ ଜଣକ ଆଫଗାନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ଅନୁଯାୟୀ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଜଣେ ଆଫଗାନ ଅନୁପ୍ରବେଶକାରୀକୁ ଗିରଫ କରିଛନ୍ତି ଭାରତୀୟ ଜବାନ । ଭାରତୀୟ ଜବାନ ନିଜ ତଦନ୍ତ ପ୍ରକ୍ରିୟା ସାରି ମଙ୍ଗଳବାର ରାତିରେ ଅନୁପ୍ରବେଶ କରିଥିବା ଯୁବକକୁ ଅଧିକ ତଦନ୍ତ ପାଇଁ ଜମ୍ମୁକାଶ୍ମୀର ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମାଳିଛି । ତା ଠାରୁ କୈଣସି ଆପତିଜନତ ସାମଗ୍ରି ଜବତ କରାଯାଇନଥିବା କହିଛିନ୍ତି ଜାମ୍ମୁକାଶ୍ମିର ପୋଲିସ । ଭାରତ ଓ ପାକ୍ ସୀମାରୁ କୈଣସି ଆଫଗାନୀୟ ଅନୁପ୍ରବେଶକରି ଗିରଫ୍ ହେବା ପ୍ରଥମ ଘଟଣା ବୋଲି ଜାମୁକାଶ୍ମୀର ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହିଂସାକାଣ୍ଡରେ ମଣିପୁରରେ ପଶିଛନ୍ତି 718 ମିଆଁମାର ଅନୁପ୍ରବେଶକାରୀ

ପ୍ରକାଶଯୋଗ୍ୟ, ଗତ ଅଗଷ୍ଟ ୬ ତାରିଖରେ ଉତ୍ତର କାଶ୍ମୀରର କୁପୱାର ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟର ନିକଟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେଖାକୁ ଅତିକ୍ରମ କରି ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହି ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏନେଇ କାଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଥିଲା । କାଶ୍ମୀର ଜୋନ ପୋଲିସର ସୂଚନା ଅନୁସାରେ, କିଛି ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ସୂଚନା ପାଇବା ପରେ ଆର୍ମି ଯବାନ ଏବଂ କୁପ୍‌ୱାରା ପୋଲିସ ମିଳିତ ଭାବରେ ଟଙ୍ଗଧରର ଆମ୍‌ରୋହି ଅଞ୍ଚଳର ସୀମା ନିକଟରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହ ସେମାନଙ୍କ ଅନୁପ୍ରବେଶ କରିବା ଉଦ୍ୟମ ବିଫଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.