ETV Bharat / bharat

Instagram down: ଅସନ୍ତୋଷ ୟୁଜର - ଡାଉନ୍‌ ହେଲା ଇନଷ୍ଟାଗ୍ରାମ୍‌

ମଙ୍ଗଳବାର ବିଳମ୍ବିତ ରାତିରେ ସାରା ବିଶ୍ବରେ ଡାଉନ୍‌ ହେଲା ଇନଷ୍ଟାଗ୍ରାମ୍‌ । ଭାରତୀୟ ସମୟ ରାତି ୧୦ଟା ୪୫ରୁ ଆଉଟେଜ ଆରମ୍ଭ ହୋଇଥିବା ବେଳେ ବିଶ୍ବବ୍ୟାପୀ ୟୁଜରମାନେ ଏହାର ଶିକାର ହୋଇଥିଲେ । ଅଧିକ ପଢନ୍ତୁ

Instagram down: ଅସନ୍ତୋଷ ୟୁଜର
Instagram down: ଅସନ୍ତୋଷ ୟୁଜର
author img

By

Published : Apr 20, 2022, 1:45 PM IST

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ସାରା ବିଶ୍ବରେ ଡାଉନ୍‌ ହେଲା ଇନଷ୍ଟାଗ୍ରାମ୍‌ । ଭାରତୀୟ ସମୟ ରାତି ୧୦ଟା ୪୫ରୁ ଆଉଟେଜ ଆରମ୍ଭ ହୋଇଥିବା ବେଳେ ବିଶ୍ବବ୍ୟାପୀ ୟୁଜରମାନେ ଏହାର ଶିକାର ହୋଇଥିଲେ । ପ୍ରୋଫାଇଲ୍ ପେଜ୍ ସହିତ ହୋମ ଫିଡରେ ବହୁ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

କିଛି ସମୟ ପାଇଁ ଇନଷ୍ଟାଗ୍ରାମ ଅଚଳ ହେବା ପରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ମଧ୍ୟ କହିଛି ଡାଉନ ଡିଟେକ୍ଟର ଓ୍ବେବସାଇଟ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ୟୁଜର । ଏହି ଆଉଟେଜର କାରଣ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ଏହାକୁ ଅପଡେଟ କରାଯାଇଛି ଏବଂ ଏହି ଆପ୍ ଏବେ ଠିକ ଠାକ୍ ଚାଲିଛି ବୋଲି କହିଛି ମେଟା ।

ଏହା ମଧ୍ୟ ପଢନ୍ତୁ: ଆଜି ବିଶ୍ବରେ ଚାଲିଲାନି Youtube, ଅସନ୍ତୋଷ ୟୁଜର

କିଛି ସମୟ ପରେ ତାହା ସ୍ବାଭାବିକ ହୋଇଥିଲା ଏବଂ ୟୁଜର୍ସମାନେ ପୂର୍ବ ପରି ଇନଷ୍ଟାଗ୍ରାମ ବ୍ୟବହାର କରିପାରିଥିଲେ । ଇନଷ୍ଟାଗ୍ରାମ ଡାଉନ ଯୋଗୁଁ ଏ ବିଷୟରେ ଟ୍ୱିଟରରେ ଅନେକ ପ୍ରକାରର ଟ୍ବିଟ୍‌ ଦେଖିବାକୁ ମିଳିଥିଲା ​​।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.