ETV Bharat / bharat

3 ମାସ ପରେ ଆସିବ କୋରୋନାର ତୃତୀୟ ଲହରୀ - କୋରୋନା ତୃତୀୟ ଲହରୀ

ମେଡିକାଲ ଏକ୍ସପର୍ଟର ରଏଟର୍ସ ପୋଲ୍‌ ଅନୁଯାୟୀ ଅକ୍ଟୋବରସୁଦ୍ଧା ଭାରତରେ କୋରୋନାର ତୃତୀୟ ଲହରୀ ପହଞ୍ଚିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି । ଅଧିକ ପଢନ୍ତୁ...

3 ମାସ ପରେ ଆସିବ କୋରୋନାର ତୃତୀୟ ଲହରୀ
3 ମାସ ପରେ ଆସିବ କୋରୋନାର ତୃତୀୟ ଲହରୀ
author img

By

Published : Jun 18, 2021, 10:44 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀରୁ ଟିକିଏ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ଲହରୀକୁ ନେଇ ବଢୁଛି ଆଶଙ୍କା । ମେଡିକାଲ ଏକ୍ସପର୍ଟର ରଏଟର୍ସ ପୋଲ୍‌ ଅନୁଯାୟୀ ଅକ୍ଟୋବର ସୁଦ୍ଧା ଭାରତରେ କୋରୋନାର ତୃତୀୟ ଲହରୀ ପହଞ୍ଚିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି ।

ସର୍ଭେ ଅନୁଯାୟୀ, ଅକ୍ଟୋବର ସୁଦ୍ଧା ତୃତୀୟ ଲହରୀ ଆସିବ ବୋଲି 85 ପ୍ରତିଶତରୁ ଅଧିକ ମତ ଦେଇଛନ୍ତି । ଏଥିମଧ୍ୟରୁ କିଛି ଜଣ ଅଗଷ୍ଟ ଆରମ୍ଭରେ ଏବଂ ସେପ୍ଟେମ୍ବରରେ ଏହାର ଆଗମନ ବିଷୟରେ ପୂର୍ବାନୁମାନ କରିଥିଲେ |

70 ପ୍ରତିଶତରୁ ଅଧିକ ବିଶେଷଜ୍ଞ, କହିଛନ୍ତି ଯେ ତୃତୀୟ ଲହରୀ ଦ୍ବିତୀୟ ଅପେକ୍ଷା ଭଲ ଭାବରେ କାବୁ କରିହେବ। ସାମ୍ପ୍ରତିକ ଲହରୀ ଅଧିକ ମାରାତ୍ମକ ବୋଲି ପ୍ରମାଣିତ ହୋଇଛି | ଏହି ଅବଧି ମଧ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଦୋହଲିଥିଲା ​​। ଦ୍ବିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଦିନ ରହିଛି ।

ନୂଆ ଲହରୀ ଉପରେ ଅଧିକ ନିୟନ୍ତ୍ରଣ ରହିବ ବୋଲି ଏମଏସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଏହା ପହଞ୍ଚିବା ବେଳକୁ ଅନେକ ଲୋକଙ୍କୁ ଟିକା ଦିଆଯାଇସାରିଥିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.