ETV Bharat / bharat

Vaccination: ଦେଶରେ 39 କୋଟି ଅତିକ୍ରମ କଲା ଟୀକାକରଣ - କୋରୋନା

ଦେଶରେ କୋରୋନା ଟୀକାକରଣ 39 କୋଟି ଅତିକ୍ରମ କରିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଦେଶରେ 39 କୋଟି ଅତିକ୍ରମ କଲା କୋରୋନା ଟୀକାକରଣ

author img

By

Published : Jul 16, 2021, 7:15 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଟୀକାକରଣ 39 କୋଟି ଅତିକ୍ରମ କରିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନାମିଳିଛି । ଦେଶରେ 39,13,40,156 ଡୋଜ ଟିକା ଦିଆସରିଛି । ସେଥିମଧ୍ୟରୁ 24 ଘଣ୍ଟା ମଧ୍ୟରେ 34, 97,058 ଟିକା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା 1,02,59, 902 ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ 74, 67, 814 ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, 18ରୁ 44 ବର୍ଷ ବୟସର ବ୍ୟକ୍ତିଙ୍କୁ 11, 80, 17, 979 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 42, 03, 947 ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।

ସେହିପରି 45ରୁ 59 ବର୍ଷ ବୟସ୍କଙ୍କୁ 9,60,12,486 ପ୍ରଥମ ଡୋଜ ଟିକା ଦିଆଯାଇଛି ଏବଂ 2,62,71,510ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । ସେହିପରି 60 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ 7,14,89,465 ପ୍ରଥ ଡୋଜ ଦିଆଯାଇଥିବା ବେଳେ 2,97,58,957 ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.