ETV Bharat / bharat

Vaccination Drive: ଦେଶରେ 186.49 କୋଟି ପାର କଲା ଟୀକାକରଣ - ଦେଶରେ 186.49 କୋଟି ପାର କଲା ଟୀକାକରଣ

କୋରାନାକୁ ମାତ ଦେବା ପାଇଁ ଦେଶରେ ଆଗେଇ ଚାଲିଛି ଟୀକାକରଣ । ଭାରତରେ କୋଭିଡ ଟୀକାକରଣ 186.49 କୋଟି ପାର କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Vaccination Drive:ଦେଶରେ 186.49 କୋଟି ପାର କଲା ଟୀକାକରଣ

author img

By

Published : Apr 17, 2022, 8:05 AM IST

ନୂଆଦିଲ୍ଲୀ: କୋରାନାକୁ ମାତ ଦେବା ପାଇଁ ଦେଶରେ ଆଗେଇ ଚାଲିଛି ଟୀକାକରଣ । ଭାରତରେ କୋଭିଡ ଟୀକାକରଣ 186.49 କୋଟି ପାର କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ଶନିବାର ସଂନ୍ଧ୍ୟା ୭ଟା ସୁଧା ଦେଶରେ 11 ଲକ୍ଷରୁ ଅଧିକ (11,05,917) କୋଭିଡ ଡୋଜ ଦିଆଯାଇଛି । ତେବେ,ଏପର୍ଯ୍ୟନ୍ତ ଦେଶରେ ସମୁଦାୟ 1,04,04,352 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 1,00,08,183 ଦ୍ବିତୀୟ ଡୋଜ ଦିଆଯାଇଛି । 15-18 ବର୍ଷ ବୟସ ବର୍ଗଙ୍କୁ 5,78,75,850 ଟିକାର ପ୍ରଥମ ଡୋଜ୍ ଦିଆଯାଇ ଥିବା ବେଳେ 4,04,08,948 ଦ୍ବିତୀୟ ଡୋଜ ଟିକା ଦିଆଯାଉଛି ।

ସେହିପରି 18-44 ବର୍ଷର ବୟସ ବର୍ଗଙ୍କୁ 55,52,52,129 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 47,26,25,895 ଦ୍ବିତୀୟ ଡୋଜ ଏବେ ସୁଧା ଦିଆଯାଇଛି । 45-59 ବର୍ଷ ବୟସ୍କଙ୍କୁ 20,28,50,082 ପ୍ରଥମ ଡୋଜ ଓ 18,67,75,288 ଦ୍ବିତୀୟ ଡୋଜ ଦିଆଯାଇଛି । 60 ବର୍ଷରୁ ଅଧିକ ବୟସ୍କଙ୍କୁ 12,68,13,214 ପ୍ରଥମ ଡୋଜ ଟିକା ଦିଆଯାଇଥିବା 11,63,43,336 ଦ୍ବିତୀୟ ଡୋଜ ଦିଆଯାଇଥିବା କହିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

ଗତ କିଛି ଦିନ ହେବ ଭାରତରେ କୋରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ବି ଟୀକାକରଣକୁ ଜାରି ରଖିଛନ୍ତି ସରକାର । ଗତ 24 ଘଣ୍ଟା ମଧ୍ୟରେ(ଶନିବାର) 975 ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳ ପଜିଟିଭ ହାର 0.32 ପ୍ରତିଶତ ରହିଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ସାପ୍ତାହିକ କେସ୍ ପଜିଟିଭିଟି ହାର ହେଉଛି 0.26 ପ୍ରତିଶତ । ଦେଶରେ ସକ୍ରିୟ ମାମାଲା ଏବେ ସୁଧା 11,366 ରହିଛ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.